ଭାରତ

ମଞ୍ଜାଦିଆ ସୂତା ଲାଗି ଜଣେ ସେନା ମୃତ୍ୟୁ

(ହାଇଦ୍ରାବାଦ) : ହାଇଦ୍ରାବାଦରେ ଚାଇନିଜ୍‌ ମଞ୍ଜାଦିଆ ସୂତା କାରଣରୁ ଜଣେ ସେନାଙ୍କ ମୃତ୍ୟୁ ଘଟିଛି । ଜଣେ ସେନା ନିଜ ଡ୍ୟୁଟିରେ ଯାଉଥିବା ସନ୍ଧ୍ୟା ସମୟରେ ତାଙ୍କ ବେକରେ ଚାଇନିଜ୍ ମଞ୍ଜା ସୂତା ଗୁଡ଼ାଇ ହୋଇଯାଇଥିଲା । ଏହା ପରେ ସେ ନିଜ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୂଚନାନୁଯାୟୀ , ଯବାନଙ୍କ ନାମ କୋଟେଶ୍ୱର ରେଡ୍ଡୀ ବୋଲି ଚିହ୍ନଟ କରାଯାଇଛି । ଏହି ଘଟଣାରେ ପ୍ରାଣ ହରାଇଥିବା ସେନା ହେଉଛନ୍ତି କୋଟେସ୍ୱାରା ରେଡ୍ଡୀ ବୋଲି ଜଣାପଡିଛି । ପକୋଟେଶ୍ବରଙ୍କ ପତ୍ନୀ ସଡ଼କ ପଥରେ ସ୍ବାମୀଙ୍କ ମୃତଦେହକୁ ବିଶାଖାପାଟଣା ପଠାଇବାକୁ ଅନୁରୋଧ କରିଛନ୍ତି। ସେଠା‌ରେ କୋଟେଶ୍ବରଙ୍କ ଅନ୍ତିମ ସଂସ୍କାର କରାଯିବ। ଜାନୁଆରୀ ୨୨ରେ ସେ ଆହୁରି କହିଛନ୍ତି ଯେ, ଏହି ଘଟଣା ଜାନୁଆରୀ ୧୩ ସନ୍ଧ୍ୟାରେ ଘଟିଥିଲା । ପ୍ରାୟ ୩୦ ବର୍ଷୀୟ ସେନା ସଚାଇନିଜ୍ ମାଞ୍ଜା ସୂତା ସଂସ୍ପର୍ଷରେ ଆସିବାରୁ ତାଙ୍କ ବେକ କଟିଯାଇଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।

Related posts

୩ଟି ଚଳନ୍ତା କାର୍‌ ଉପରେ ପଡ଼ିଲା ବଡ଼ ପଥର; ୨ ମୃତ, ୩ ଆହତ

mahabharatanews

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

mahabharatanews

ମଣିପୁର ହିଂସା: କର୍ଫ୍ୟୁ ହେଲା କୋହଳ

mahabharatanews