ଭାରତ

ବଙ୍ଗଳା ଖାଲି କଲେ ମହୁଆ 

(ଦିଲ୍ଲୀ) :  ବଙ୍ଗଳା ଖାଲି କଲେ ତୃଣମୂଳ କଂଗ୍ରେସ (ଟିମଏ୍‌ସି) ନେତ୍ରୀ ମହୁଆ ମୌତ୍ର । ତାଙ୍କୁ ନୋଟିସ୍‌ ମିଳିବା ପରେ ସେ ତ‌ାଙ୍କ ଦିଲ୍ଲୀସ୍ଥିତ ଘର କରିଛନ୍ତି। ଗତ ବର୍ଷ ଡିସେମ୍ବରରେ ଲୋକସଭା ସାଂସଦ ଭାବେ ବହିଷ୍କୃତ ହୋଇଥିବା ମୌତ୍ରଙ୍କୁ ମଙ୍ଗଳବାର ଇ‌ଷ୍ଟେଟ୍‌ ନିର୍ଦ୍ଦେଶାଳୟ ପକ୍ଷରୁ ଘର ଖାଲି କରିବାକୁ ଏକ ନୋଟିସ୍‌ ମିଳିଥିଲା।

ସୂଚନାନୁଯାୟୀ , ସରକାରୀ ବଙ୍ଗଳାରୁ ଟିଏମସି ନେତ୍ରୀଙ୍କୁ ବାହାର କରିବା ପାଇଁ ନିର୍ଦ୍ଦେଶାଳୟ ଏକ ଟିମ୍‌ ପଠାଯାଇଥିବା ଏକ ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ମୌତ୍ର ଏ ପ୍ରସଂଗରେ ଦିଲ୍ଲୀ ହାଇକୋର୍ଟ ଦ୍ବାରସ୍ଥ ହୋଇ ବି ବିଫଳ ହୋଇଥିଲେ। କୋର୍ଟ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କହିଥିଲେ। ପ୍ରଥମେ ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

Related posts

ଯଦି ହିନ୍ଦୁ ବଞ୍ଚିବେ ନାହିଁ ତେବେ ବିଶ୍ବ ବଞ୍ଚିବ ନାହିଁ- ମୋହନ ଭାଗବତ

mahabharatanews

 ବାୟୁସେନାରେ ପ୍ରଥମ C-295 ଟେକ୍ନିକାଲ ମିଲିଟ୍ରି ଏୟାରଲିଫ୍ଟ

mahabharatanews

ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି ହିଜାବ ବିବାଦ

mahabharatanews