ଭାରତ

ଭାଇରଲ ହେଲା ରାମଲାଲାଙ୍କ ସମ୍ପୂର୍ଣ୍ଣ ଫଟୋଚିତ୍ର 

(ଦିଲ୍ଲୀ) : ସାମ୍ନାକୁ ଆସିଲା ରାମ ମନ୍ଦିରରୁ ରାମଲାଲାଙ୍କ ବିଗ୍ରହର ସମ୍ପୂର୍ଣ୍ଣ ଫଟୋଚିତ୍ର ସାମ୍ନାକୁ ଆସିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ରାମଲାଲାଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ବେଶ ଚମତ୍କାର ଲାଗୁଛି। ମୁହଁରେ ଥିବା ହସ ଭଗବାନ ରାମଙ୍କ ନମ୍ରତା ଏବଂ ମଧୁରତା ବିଷୟରେ କହିଥାଏ ।

ସୂଚନାନୁଯାୟୀ , ଏହା ପୂର୍ବରୁ ଜାନୁଆରୀ ୧୭ ତାରିଖରେ ରାମଲଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିର ଗର୍ଭଗୃହକୁ ଅଣାଯାଇଥିଲା। ମୂର୍ତ୍ତିକୁ ଭିତରକୁ ଆଣିବା ପୂର୍ବରୁ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଜାନୁଆରୀ ୧୮ (ଗୁରୁବାର) ଦିନ ଗର୍ଭଗୃହରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା।

Related posts

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

mahabharatanews

ନିଜ ରାୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ

mahabharatanews

ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡି ୫ ମୃତ, ୫ ଗୁରୁତର

mahabharatanews