ଭାରତ

ଭକ୍ତ ଆହତ: ଅଯୋଧ୍ୟା ଅଭିମୁଖେ ସିଏମ୍ ଯୋଗୀ 

(ଅଯୋଧ୍ୟା) :୨୨ ଜାନୁଆରୀରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟିତ ହୋଇଥିଲା ଏବଂ ରାମଲାଲା ଗର୍ଭଗୃହରେ ବିରାଜମାନ ହୋଇଛନ୍ତି । ରାମ ମନ୍ଦିରରେ ଭକ୍ତଙ୍କ ଏଭଳି ଭିଡ଼ ହୋଇଥିଲା ଯେ, ଜଣେ ଭକ୍ତ ଆହତ ହୋଇଛନ୍ତି । ଅନ୍ୟପଟେ ସିଏମ୍ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟା ବାହାରିଛନ୍ତି ।

ସୂଚନାନୁଯାୟୀ , ମନ୍ଦିରର ସୁରକ୍ଷା ବ୍ୟବସ୍ତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଏମ୍ ଯୋଗୀ ଅଯୋଧ୍ୟାରେ ବୈଠକ କରିବେ । ୟୁପି ସୂଚନା ବିଭାଗ ଅନୁଯାୟୀ, ଆଜି ଜାନୁଆରୀ ୨୩ ରେ ଅଢ଼େେଇରୁ ତିନି ଲକ୍ଷ ଭକ୍ତ ପରିଦର୍ଶନ କରିଛନ୍ତି ଏବଂଆହୁରି ଅଢ଼େଇରୁ ତିନି ଲକ୍ଷ ଭକ୍ତ ଦର୍ଶନ କରିବାକୁ ରହିଛନ୍ତି ବାକି ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣରେ ଅଛି । ଆଯୋଧ୍ୟାରେ ସୁରକ୍ଷା ପାଇଁ ଆଠ ହଜାରରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି ଯେ ଆମେ ଦିନରେ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି ଯେତେବେଳେ ସ୍ଥାନୀୟ ଲୋକମାନେ ଦର୍ଶନ ପାଇଁ ମନ୍ଦିରକୁ ଆସିବା ଆରମ୍ଭ କରିବେ ।

Related posts

ଏଣିକି କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୧୫୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଅଯୋଧ୍ୟାକୁ ଆସିଲା ଏକ ସ୍ୱତନ୍ତ୍ର ରଥ  

mahabharatanews