ଭାରତ

ଅଯୋଧ୍ୟାରେ କେଏଫସି

(ଅଯୋଧ୍ୟା) : ଅଯୋଧ୍ୟାକୁ ଆସିପାରେ କେଏଫସି । ତେବେ ନିଜର ଆମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ କେଏଫସି କିପରି ଅଯୋଧ୍ୟାରେ ନିଜର ଆଉଟଲେଟ ଖୋଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ,ତେବେ ସ୍ଥାନୀୟ ପ୍ରଶାସନର ମତରେ କେଏଫସି ଯଦି ନିରାମିଷ ଖାଦ୍ୟ ବିକ୍ରି କରେ ତେବେ ସେମାନଙ୍କୁ ଅନୁମତି ଦିଆଯାଇପାରିବ ।

ସୂଚନାନୁଯାୟୀ , ଜଣେ କହିଛନ୍ତି ଯେ ଅଯୋଧ୍ୟା-ଲକ୍ଷ୍ନୌ ରାଜପଥରେ କେଏଫସି ଏହାର ୟୁନିଟ୍ ସ୍ଥାପନ କରିଛି। ଆମେ ଅଯୋଧ୍ୟାରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେଉନାହୁଁ । ଯଦି ସେମାନେ କେବଳ ନିରାମିଷ ସାମଗ୍ରୀ ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ଅଯୋଧ୍ୟାରେ କେଏଫସିକୁ ଜାଗା ଦେବାକୁ ପ୍ରସ୍ତୁତ।

Related posts

ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି ହିଜାବ ବିବାଦ

mahabharatanews

 ସ୍ମାରକ ଡାକ ଷ୍ଟାମ୍ପ ଉନ୍ମୋଚନ

mahabharatanews

ଧର୍ମଘଟରେ ବସିଲେ ମମତା ବାନାର୍ଜୀ 

mahabharatanews