ଭାରତ

ଅଯୋଧ୍ୟାରେ କେଏଫସି

(ଅଯୋଧ୍ୟା) : ଅଯୋଧ୍ୟାକୁ ଆସିପାରେ କେଏଫସି । ତେବେ ନିଜର ଆମିଷ ଖାଦ୍ୟ ପାଇଁ ପ୍ରସିଦ୍ଧ କେଏଫସି କିପରି ଅଯୋଧ୍ୟାରେ ନିଜର ଆଉଟଲେଟ ଖୋଲିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ,ତେବେ ସ୍ଥାନୀୟ ପ୍ରଶାସନର ମତରେ କେଏଫସି ଯଦି ନିରାମିଷ ଖାଦ୍ୟ ବିକ୍ରି କରେ ତେବେ ସେମାନଙ୍କୁ ଅନୁମତି ଦିଆଯାଇପାରିବ ।

ସୂଚନାନୁଯାୟୀ , ଜଣେ କହିଛନ୍ତି ଯେ ଅଯୋଧ୍ୟା-ଲକ୍ଷ୍ନୌ ରାଜପଥରେ କେଏଫସି ଏହାର ୟୁନିଟ୍ ସ୍ଥାପନ କରିଛି। ଆମେ ଅଯୋଧ୍ୟାରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦେଉନାହୁଁ । ଯଦି ସେମାନେ କେବଳ ନିରାମିଷ ସାମଗ୍ରୀ ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ଅଯୋଧ୍ୟାରେ କେଏଫସିକୁ ଜାଗା ଦେବାକୁ ପ୍ରସ୍ତୁତ।

Related posts

ବସ୍‌ରେ ଅଗ୍ନିକାଣ୍ଡ: ୫ ଯାତ୍ରୀ ଜୀବନ୍ତ ଦଗ୍ଧ

mahabharatanews

ବର୍ଷାରେ ଭିଜିଲା ଦିଲ୍ଲୀ-ଏନସିଆର

mahabharatanews

ନାଇଜେରିଆରେ ଡଙ୍ଗା ବୁଡ଼ି ୧୦୩ ମୃତ

mahabharatanews