Uncategorizedଭାରତ

ଗାଜା ରିଲିଫ୍‌ କେନ୍ଦ୍ରରେ ପାଟିତୁଣ୍ଡ,୨୦ ମୃତ

(ଗାଜା) : ଗାଜାରେ ଥିବା ଏକ ରିଲିଫ୍‌ ବିତରଣ କେନ୍ଦ୍ର ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍‌ ଆକ୍ରମଣରେ ଖାଦ୍ୟ ବଣ୍ଟନ କରୁଥିବା କେତେକ କର୍ମଚାରୀଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଲ୍‌ ସିଫା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ , ମିଳିତ ଜାତିସଂଘର ପାଲେଷ୍ଟାଇନ୍‌ ଶରଣାର୍ଥୀ ଶାଖା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଶାଖାର ମୁଖପାତ୍ର ଜୁଲିଟି ତଉମା କହିଛନ୍ତି ଯେ ଦକ୍ଷିଣ ଗାଜାର ରାଫା ସହରର ପୂର୍ବ ପଟରେ ଥିବା ଅନ୍ନଛତ୍ର ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିଲା। ଇସ୍ରାଏଲ ଏଭଳି ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିବା ସହ ଆମେ ଏଭଳି ଆକ୍ରମଣରେ ସଂପୃକ୍ତ ନୋହୁ ବୋଲି କୁହାଯାଇଛି।

Related posts

ନୂଆବର୍ଷରେ ଆତଙ୍କୀଙ୍କ ଗୁଳିବର୍ଷା, ନୌସେରାରେ ୨ ଯବାନ ଶହୀଦ

mahabharatanews

ବୁଡିଗଲା ମାଛଧରା ଟ୍ରଲର: ମୃତ୍ୟୁ ସଂଖ୍ୟା ୩୦୦, କାଶ୍ମୀରର ୧୩୫ ଜଣ 

mahabharatanews

କୀର୍ତ୍ତନ ପାଇଁ ଯାଉଥିବା ବେଳେ ଓଲଟିଲା ଗାଡି ଜଣେ ମୃତ , ୧୯ ଗୁରୁତର

mahabharatanews