ଭାରତ

କେଜ୍ରିୱାଲ ଜେଲରୁ ସରକାର ଚଳାଇବାକୁ ଅନୁମତି

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସରକାରଙ୍କୁ ଜେଲରୁ ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି । ଓକିଲ ଶ୍ରୀକାନ୍ତ ପ୍ରସାଦଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଭର୍ଚୁଆଲ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ,  ଏହା ସହିତ ଗଣମାଧ୍ୟମକୁ ସମ୍ବେଦନଶୀଳ ଖବର ପ୍ରସାରଣରୁ ନିବୃତ୍ତ କରିବାକୁ ଏକ ଅନୁରୋଧ ମଧ୍ୟ କରାଯାଇଛି । ଜନହିତକାରୀ ଆବେଦନରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଇସ୍ତଫା ପାଇଁ ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦେବଙ୍କୁ କୌଣସି ଅଯଥା ଚାପ ସୃଷ୍ଟି ନକରିବାକୁ ମଧ୍ୟ ଦାବି କରାଯାଇଛି ।

Related posts

ଗେମ୍ ଖେଳି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ରଦ୍ଦ ହେଲା ଅନାସ୍ଥା ପ୍ରସ୍ତାବ

mahabharatanews

“ଜନ୍ତର ମନ୍ତରରେ ଧାରଣା ଦେଇପାରିବେନି କୁସ୍ତିଯୋଦ୍ଧା”: ଦିଲ୍ଲୀ ପୋଲିସ

mahabharatanews

ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପରେ ଖସିଲା ଟଙ୍କାର ମୂଲ୍ୟ ।

mahabharatanews