ମନୋରଞ୍ଜନ

“ଏଥିରୁ ନିବୃତ୍ତ ରୁହନ୍ତୁ”: ରଣବୀର ସିଂ  

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ  ଅଭିନେତା ରଣବୀର ସିଂ ବାପା ଓ ମା’ ହେବାକୁ ଯାଉଛନ୍ତି। ଏ ଖୁସି ଖବରକୁ ‌ଦୀପିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେୟାର  କରି ସମସ୍ତଙ୍କୁ ଜଣାଇଥିଲେ। ତେବେ ରଣବୀରଙ୍କୁ ପୁତ୍ର ସନ୍ତାନ ନା କନ୍ୟା ସନ୍ତାନ ଆବଶ୍ୟକ ବୋଲି ପଚରା ଯିବାରୁ ସେ ଦେଇଥିବା ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁଯାୟୀ ,  ପୁଅ କି ଝିଅ ଏଥିରେ ବାଛବିଚାର କରିବା ଆଦୌ ଉଚିତ ନୁହେଁ। ଯେଉଁମାନେ ବି ଏମିତି କରୁଛନ୍ତି ସେମାନଙ୍କୁ ମୋର ଅନୁରୋଧ ଏଥିରୁ ନିବୃତ୍ତ ରୁହନ୍ତୁ। ତେଣୁ ଭଗବାନ ଆମ ଦୁହିଁଙ୍କ ପାଇଁ ଯାହା ଠିକ ଭାବି ପଠାଇଛନ୍ତି ମୁଁ ତାହାକୁ ଖୁବ ଖୁସିରେ ଗ୍ରହଣ କରିବି। ବାପା ହେବାର ସୌଭାଗ୍ୟ ଦେଇଥିବାରୁ ଭଗବାନଙ୍କ ନିକଟରେ ମୁଁ କୃତଜ୍ଞ।’

Related posts

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

mahabharatanews

ମହଙ୍ଗା ପଡିବ ନିର୍ଦ୍ଦେଶକଙ୍କ ମନ୍ଦିର ଗେଲ

mahabharatanews

ମନି ଲଣ୍ଡରିଂ ମାମଲା; କୋର୍ଟରେ ହାଜର ହେଲେ ଜ୍ୟାକଲିନ୍

mahabharatanews