ମନୋରଞ୍ଜନ

ମହଙ୍ଗା ପଡିବ ନିର୍ଦ୍ଦେଶକଙ୍କ ମନ୍ଦିର ଗେଲ

(ମୁମ୍ବାଇ) : ଆଦିପୁରୁଷର ଟିଜର ରିଲିଜ୍ ପରଠାରୁ ବିଭିନ୍ନ କାରଣ ପାଇଁ ବିବାଦରେ ରହି ଆସିଛି ଏହି ଫିଲ୍ମ। ଏବେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ମନ୍ଦିରରେ ଅଭିନେତ୍ରୀଙ୍କ କ୍ରିତି ସାନୋନଙ୍କୁ ଚୁମ୍ବନ ଦେଇ ଓମ୍ ବିବାଦୀୟ ‌ହୋଇପଡ଼ିଛନ୍ତି।

ସୂଚନାନୁଯାୟୀ , ତିରୁପତିରେ ଗତକାଲି ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଇଭେଣ୍ଟ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ପରିସରରେ ଓମ୍ ରାଉତ୍ କ୍ରିତିଙ୍କ ଗାଲକୁ ଚୁମ୍ବନ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ଏଭଳି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି। ମନ୍ଦିର ଭିତରେ ଏଭଳି ଚୁମ୍ବନ ଦେବାକୁ ଲୋକେ ପସନ୍ଦ କରୁନାହାନ୍ତି।

 

Related posts

ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର’ର ଟ୍ରେଲର

mahabharatanews

ଏହି କାମ କରୁଥିବା ବେଳେ ‘‘ବନ୍ଦ କର’’କହିଲେ ସାରା

mahabharatanews

‘କରାଚି ଟୁ ନୋଏଡା’; ଅଡିସନ ଆରମ୍ଭ

mahabharatanews