ଭାରତ

ଅଭିଷେକ ବାନାର୍ଜୀଙ୍କ ଘର ବାହାରୁ ଆତଙ୍କବାଦୀ ଗିରଫ

(ଦିଲ୍ଲୀ) :  ଅଭିଷେକ ବାନାର୍ଜୀଙ୍କ ଘର ବାହାରୁ କୋଲକାତା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। କୋଲକାତା ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ମୁମ୍ବାଇର ମାହୀମ ଅଞ୍ଚଳରୁ ଗିରଫ କରିଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଜାରାମ ରେଗେ । କୋଲକାତା ପୋଲିସ ପକ୍ଷରୁ ଜାରି କରାଯାଇଥିବା ରାଜାରାମ ଜଣେ ଆତଙ୍କବାଦୀ ଏjବଂ ମୁମ୍ବାଇ ଆକ୍ରମଣ ହ୍ୟାଣ୍ଡେଲର ଡେଭିଡ ହେଡଲିଙ୍କ ସହ ମଧ୍ୟ ତାର ସମ୍ପର୍କ ରହିଛି । ରାଜାରାମ କୋଲକାତାରେ 26/11 ଆକ୍ରମଣ ଭଳି ଯୋଜନାରେ ସାମିଲ ଥିଲା । କୋଲକାତା ପୋଲିସ ଏପରି ସମୟରେ ରାଜାରାମଙ୍କୁ ଗିରଫ କରିଥିଲା ଯାହାର ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ନିଜର ଏବଂ ଜ୍ୱାଇଁଙ୍କୁ ହତ୍ୟା କରିବା ନେଇ ଭୟ ପ୍ରକାଶ କରିଥିଲେ ।

Related posts

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews

ସନ୍ଧ୍ୟା ୭ଟାରେ ପହଞ୍ଚିବେ ବାଇଡେନ, ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

କେଦାରନାଥ ମନ୍ଦିରରେ ବିଜେପି ସାଂସଦଙ୍କୁ ଭେଟିଲେ ରାହୁଲ୍‌ 

mahabharatanews