ମନୋରଞ୍ଜନ

ରଣଭୀର ସିଂଙ୍କ ଫେକ ଭିଡିଓ: ମାମଲା ରୁଜୁ  

   ଅଫ୍ ସ୍କ୍ରିନ୍ ହେଉ କିମ୍ବା ଅନ୍-ସ୍କ୍ରିନ୍ ସବୁବେଳେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥାନ୍ତି ରବଣୀର ସିଂ । ସେ ନିଜ ଅଭିନୟ ଏବଂ ଭିନ୍ନ ଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଆଜିକାଲି ସେଲିବ୍ରେଟମାନେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୂଚନାନୁଯାୟୀ , ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣଭୀର ସିଂଙ୍କ Deepfake Video ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ସିଂ ରାଜନୈତିକ ମତାମତ ଦେଉଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓ ଖୁବ୍ ରିୟଲ ଦେଖା ଯାଉଛି ଏଥିରେ ତାଙ୍କର ବାରାଣାସୀ ଯାତ୍ରାକୁ ଦର୍ଶାଯାଇଛି, କିନ୍ତୁ ଅଡିଓ ତିଆରି କରିବାରେ AI ବ୍ୟବହାର କରାଯାଇଛି ।

Related posts

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

mahabharatanews

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews