ଭାରତ

କଂଗ୍ରେସର ଏହି ଅଭିଯୋଗ ବିଚାରାଧୀନ ରହିଛି

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଇସ୍ତାହାରରେ ଦିଆଯାଇଥିବା ସମ୍ପତ୍ତି ପୁନଃବଣ୍ଟନ ପ୍ରତିଶ୍ରୁତିକୁ ନେଇ ଦେଇଥିବା ମନ୍ତବ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଏହାକୁ ‘ବିଭାଜନକାରୀ’ଏବଂ ‘ଦୂଷିତ’ ବୋଲି ଦର୍ଶାଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ‌କରିଛି।

ସୂଚନାନୁଯାୟୀ , ଆଜି ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ କଂଗ୍ରେସର ଏହି ଅଭିଯୋଗ ବିଚାରାଧୀନ ରହିଛି। କଂଗ୍ରେସ ଲୋକଙ୍କ କଠିନ ପରିଶ୍ରମର ଅର୍ଥକୁ ଅନୁପ୍ରବେଶକାରୀ ଏବଂ ଯେଉଁମାନଙ୍କର ଅଧିକ ସନ୍ତାନ ଅଛି ସେମାନଙ୍କ ମଧ୍ୟରେ ବାଣ୍ଟିବାକୁ ଯୋଜନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହା ତାଙ୍କର ଏକ ସାମ୍ପ୍ରଦାୟିକ ଅଭିଯାନ ବୋଲି କଂଗ୍ରେସ କହିଛି।

Related posts

ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews

‘ଜାତି ଏବଂ ଧର୍ମ ନାଁରେ ଭୋଟ୍ ମାଗନ୍ତୁ ନାହିଁ ‘: କମିଶନର

mahabharatanews