ଭାରତ

ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ଅର୍ଥ ଜବତ

(ଦିଲ୍ଲୀ) : ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାରଖଣ୍ଡ ମନ୍ତ୍ରୀ ଆଲାମଗିରି ଆଲାନଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘର ସମେତ ରାଞ୍ଚିର ଏକାଧିକ ସ୍ଥାନରେ ଚଢ଼ାଉ କରି ୩୪ କୋଟିରୁ ଅଧିକ ଟଙ୍କା ଜବତ କରିଛି।

ସୂଚନାନୁଯାୟୀ , ତେବେ ତାଙ୍କ ବ୍ୟତୀତ ଚଢ଼ାଉ ସମୟରେ ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରୁ ବିପୁଳ ପରିମାଣର ଅର୍ଥ ଜବତ ହୋଇଥିବାରୁ ତାଙ୍କ ବି ଗିରଫ କରାଯାଇଛି ବୋଲି ପିଟିଆଇ ନ୍ୟୁଜ୍ ଏଜେନ୍ସି କହିଛି। ଅଜି ସଞ୍ଜୀବ ଲାଲ ଏବଂ ତାଙ୍କ ଗୃହ ସହାୟକଙ୍କୁ କୋର୍ଟରେ ହାଜର କରାଯିବ, ଯାହା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କୁ ରିମାଣ୍ଡରେ ନେବ। ସଞ୍ଜୀବ ଲାଲଙ୍କ ଗୃହ ସହାୟକଙ୍କ ଘରେ ପାହାଡ଼ ପରି ଟଙ୍କା ଗଦା ହୋଇଥିବା ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଗତକାଲି ଦେଖିବାକୁ ମିଳିଥିଲା।

Related posts

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨୮୮ ସଂକ୍ରମିତ ଚିହ୍ନଟ 

mahabharatanews