ଭାରତ

ମେକ୍ସିକୋ ଏବଂ ଗୁଆଟେମାଲାରେ ଭୂକମ୍ପ

(ମେକ୍ସିକୋ) : ଭୂକମ୍ପରେ ଥରିଲା ମେକ୍ସିକୋ ଏବଂ ଗୁଆଟେମାଲା ସୀମା । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ କରାଯାଇଛି । ହଠାତ୍ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଭୟବିତ ହୋଇପଡିଛନ୍ତି ।

ସୂଚନାନୁଯାୟୀ , ତେବେ କେତେ କ୍ଷୟ କ୍ଷତି ହୋଇଛି ତାହାର ସୂଚନ ଆମ୍ୱିଳିନଥିବା ବେଳେ  ଭୂକମ୍ପ ଗଭୀରତା ୪୭ ଲୋମିଟର ରହିଛି । ତେବେ ବହୁତ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ କରାଯାଇଛି । ହଠାତ୍ ଭୂମିକମ୍ପ ଯୋଗୁଁ ସ୍ଥାନୀୟ ଲୋକ ଭୟବିତ ହୋଇପଡିଛନ୍ତି ।

Related posts

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews

ଦେଶରେ ଆଜି ୫,୯୨୧ କରୋନା ଆକ୍ରାନ୍ତ ଚିହ୍ନଟ ଓ ୨୮୯ ଜଣ ମୃତ

mahabharatanews

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ

mahabharatanews