ଓଡିଶା

ବିଜେପି ଟଙ୍କା ବାଣ୍ଟିବା ନେଇ ଫେରାଦ ହେଲା ବିଜେଡି

(ସୁନ୍ଦରଗଡ଼) : ସୁନ୍ଦରଗଡ଼ରେ ବିଜେପି  ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି। ସୁନ୍ଦରଗଡ଼ ଅନ୍ତର୍ଗତ କାଇଁସର ଗାଁ ରେ  ବିଜେପି କର୍ମକତ୍ତା ଭୀମସେନ ନାୟକ । ଅର୍ଥ ବାଣ୍ଟୁଥିବା ବେଳେ  ଫ୍ଲାଇଙ୍ଗ  ସ୍କ୍ୱାର୍ଡ ହାତରେ ପଡ଼ିଥିଲେ । ତାଙ୍କ ଠାରୁ 2ଲକ୍ଷ ଟଙ୍କା ଜବତ ହୋଇଥିଲା। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଛି ବିଜୁଜନତା ଦଳ ।

Related posts

ବ୍ଲକସ୍ତରରୁ ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ୍ ବ୍ୟାଗ୍…

mahabharatanews

ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ସୁସ୍ଥ, ନିରୋଗ ରହିବା ପାଇଁ ‘ଆହ୍ୱାନ କମ୍ବାଇନ୍ସ’ର ସାଇକେଲ ସଚେତନତା ରାଲି

mahabharatanews