ଭାରତ

ଭାରତରେ କୋଭିଡର ନୂଆ ଭାରିଆଣ୍ଟ ୩୨୪ ଜଣ ଚିହ୍ନଟ ସଂକ୍ରମିତ  

(ଦିଲ୍ଲୀ) : ପୁଣି ଦେଶରେ କୋଭିଡ ଭୂତାଣୁକୁ ନେଇ ଭୟ ସୃଷ୍ଟି ହୋଇଛି । ସିଂଗାପୁର ପରେ ଭାରତରେ କୋଭିଡର ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ୩୨୪ ଜଣ ଚିହ୍ନଟ ହୋଇଛନ୍ତି । ଭାରତରେ କୋଭିଡର ନୂଆ ଭାରିଆଣ୍ଟ କେପି-୧ ଓ କେପି-୨ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏହି ୩୨୪ ବ୍ୟକ୍ତି ।

ସୂଚନାନୁଯାୟୀ , ଏହି ଭାରିଆଣ୍ଟ ଜେଏନ-୧ ଭାରିଆଣ୍ଟର ଉପ ଭାରିଆଣ୍ଟ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏନେଇ ବିଶେଷଜ୍ଞମାନେ କହିଛନ୍ତି କି ଏହି ଦୁଇ ଭାରିଆଣ୍ଟ ଉଭୟ ଶିଶୁ ଓ ବୟସ୍କମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ହେଲେ ଏହା ଅତ୍ୟାଧିକ ବିପଦ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାସହ ଏହି ଭାରିଆଣ୍ଟର ସଂକମଣ ତୀବ୍ରତା କମ୍ ବୋଲି ଜଣାପଡିଛି  ।

Related posts

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

mahabharatanews

ଆନ୍ଧ୍ରପ୍ରଦେଶ କେମିକାଲ୍‌ କମ୍ପାନିରେ ଗ୍ୟାସ୍‌ ଲିକ୍‌; ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମହିଳା କର୍ମଚାରୀ

mahabharatanews

ପତ୍ରା ଚାୱଲ ଜମି ଦୁର୍ନୀତି ମାମଲା

mahabharatanews