ଭାରତ

ମନା କରାଯିବା ସତ୍ତ୍ବେ ରିଲ୍ସ କରିବା ପଡିଲା ମାହାଙ୍ଗା

(କେଦାରନାଥ) : ରିଲ୍ସ କରିବା ପଡିଲା ମାହାଙ୍ଗା। ‌ରିଲ୍ସ କରିବାକୁ ମନା କରାଯିବା ସତ୍ତ୍ବେ କିଛି ପର୍ଯ୍ୟଟକ ଏହାକୁ ଅଣଦେଖା କରିଥିଲେ। ଯେଉଁ କାରଣରୁ ୮୪ଜଣ ଶ୍ରଦ୍ଧାଳୁଙ୍କୁ ରିଲ୍ସ କରିବା ମହଙ୍ଗା ପଡିଛି। ସେମାନଙ୍କ ଠାରୁ ଜୋରିମାନା ରାଶି ଆଦାୟ ହୋଇଛି। ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀଙ୍କ ରିଲ୍ସ ପ୍ରତିବଦ୍ଧକ ପରେ ସରକାରୀ ପାଣ୍ଠିରେ ୩୦ହଜାର ଟଙ୍କାର ଜମା ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଏହି କାରଣରୁ କିଛିସ୍ଥାନରେ ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଲୋକଙ୍କୁ ରିଲକ୍ସ କରିବାକୁ ବାରଣ କରାଯାଇଛି। ଏହି କ୍ରମ‌ରେ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମର ମନ୍ଦିର ଭିତରେ ଆଉ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ  କି  ରିଲ୍ସ କରିପାରିବେ ନାହିଁ ବୋଲି ନିକଟରେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ନିର୍ଦ୍ଦେଶ ଦେଇଥିଲେ।

Related posts

୬ ନୂଆ ସହରକୁ ଆରମ୍ଭ ହେବ ବିମାନ  

mahabharatanews

ଦିଲ୍ଲୀ ସରକାର ରାଜଧାନୀର ପ୍ରଶାସନିକ ଢାଞ୍ଚାର ଏକ ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି

mahabharatanews

ଖୁବ୍ ଶୀଘ୍ର ସୁଡ଼ଙ୍ଗ ସ୍ଥଳରେ ପହଞ୍ଚିବ ଅତ୍ୟାଧୁନିକ ଯନ୍ତ୍ରପାତି

mahabharatanews