ଭାରତ

୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୨୨.୬୪ ପ୍ରତିଶତ ମତଦାନ ହୋଇଛି।

ସେହିପରି ପଞ୍ଜାବରେ ୩୨.୯୧ ପ୍ରତିଶତ, ଚଣ୍ଡିଗଡ଼ରେ ୨୫.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୦୨ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୨୪.୨୫୮ ପ୍ରତିଶତ, ଝାଡ଼ଖଣ୍ଡରେ ୨୯.୫୫ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୨୮.୧୦ ପ୍ରତିଶତ ମତଦାନ ହୋଇଛି।

Related posts

ଆହୁରି ବଢିବ ଟମାଟୋ ଦର

mahabharatanews

ଚନ୍ଦ୍ରଯାନ-୩ ; ଆଉ ଗୋଟିଏ ଦିନର ଅପେକ୍ଷା ମାତ୍ର  

mahabharatanews

କଂଗ୍ରେସ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ 

mahabharatanews