ଓଡିଶାରାଜନୀତି

ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର:  ଚାଲିଛି ଭୋଟ୍ ଗଣତି । ନିର୍ଦ୍ଧାରଣ ହେଉଛି ପ୍ରାର୍ଥୀ ଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁଯାଉଛି ତ କେତେବେଳେ ଆଉ କିଏ ପଛକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇ ଆସନ ଉପରେ । ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି । କଣ୍ଟାବାଞ୍ଝି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ସେହିଭଳି ହିଞ୍ଜିଳି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶିଶିର କୁମାର ବାଗ୍ ଙ୍କୁ ପଛରେ ପକାଇ ନବୀନ ଆଗରେ ରହିଛନ୍ତି ।

Related posts

ମାସ୍କ ନପିନ୍ଦି ଘରୁ ଵାହାରିଲେ ୨୦୦/-ଟଙ୍କା ଜୋରିମାନା

mahabharatanews

କରୋନା ସଚେତନତା ପାଇଁ ପୁରୀରେ ନିଯୁକ୍ତ ହେବେ ସ୍ୱେଚ୍ଛାସେବୀ

mahabharatanews

ଆଉ ୪ ପଜିଟିଭ ପରେ ସଂକ୍ରମିତଙ୍କ ସଂଖ୍ୟା ୪୮

mahabharatanews