ଅପରାଧଓଡିଶା

ଧରାପଡ଼ିଲା ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର

କଟକ: ଟ୍ରାଫିକ ପୋଲିସଙ୍କ ଉପରେ ଟ୍ରକ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭରକୁ ଧରିଲା ପୋଲିସ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୋଲିସ ଧରିଥିବା ବେଳେ ଟ୍ରକକୁ ଜବତ କରାଯାଇଛି । ଗତ ୨୯ ତାରିଖ ରାଜିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକଟି ଟ୍ରାଫିକ ପୋଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା । ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ସିସିଟିଭି ଫୁଟେଜକୁ ଆଧାର କରି ମଧୁସୁଦନଙ୍କୁ ଧରିଛି ପୋଲିସ ।

Related posts

ବିଜେଡିରୁ ବିଦା ହେଲେ ବିଧାୟକ ସୌମ୍ୟ ଓ ସୁଧାଂଶୁ

mahabharatanews

ଆଜି ଭୁବନେଶ୍ୱରରୁ ୧୬ ସଂକ୍ରମିତ

mahabharatanews

ଆଜି ପାରଳାଖେମୁଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ

mahabharatanews