ଓଡିଶା

ରଥଯାତ୍ରା ପାଇଁ ୨ ଦିନ ଛୁଟି

ପୁରୀ: ଚଳିତ ବର୍ଷର୍ର ରଥଯାତ୍ରା ୨ ଦିନ ଧରି ଚାଲିବ । ତେଣୁ ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୭ ଏବଂ ୮ ତାରିଖ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସବୁ ବନ୍ଦ ରହିବ । ପୁରୀରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଛୁଟି ନେଇ ତୁରନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକ।। କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ବିଶ୍ଳେଷଣାତ୍ମକ ରସାୟନ ବିଜ୍ଞାନରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଆଶିଷ

mahabharatanews

ନଦୀରେ ବୁଡ଼ି ଯୁବକ ମୃତ

mahabharatanews

ଦୌଡରାଣୀ ଦୂତିଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

mahabharatanews