ଓଡିଶା

ଏଯାଏଁ ମିଳୁନି ଓମ୍ ଙ୍କ ପତ୍ତା,ବିତିଗଲାଣୀ ୪ଦିନ

ଖୋର୍ଦ୍ଧା: ୪ ଦିନବିତି ଗଲାଣୀ, ହେଲେ ଏପର୍ଯ୍ୟନ୍ତ ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଥିବା ଛାତ୍ରଙ୍କ ଖବର । ଛାତ୍ରଙ୍କୁଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଖୋଜା ଖୋଜିବା ପାଇଁ ପ୍ରସ୍ତୁତି କରାଯାଉଛି । ସୂଚନା ଅନୁସାରେ ୪ଦିନ ତଳେ ତାପଙ୍ଗ ବଡ଼ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ସେଲଫି ନେବା ସମୟରେ ଓମ୍ ପ୍ରକାଶ ପାଣିରେ ବୁଡି ଯାଇଥିଲେ । ଏହା ପର ଠାରୁ ଓମ୍ ପ୍ରକାଶଙ୍କୂଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେ ବିଫଳ ହୋଇଛନ୍ତି ରେସକ୍ୟୁଟିମ୍ ।

Related posts

ପେଣ୍ଠକଟାର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews

ମନୁଷ୍ୟକୃତ ଘାଇକୁ ନେଇ ଧର୍ମଶାଳା ବିଧାୟକଙ୍କୁ ଲୋକାୟୁକ୍ତ ନୋଟିସ

mahabharatanews