ଓଡିଶା

ଏଯାଏଁ ମିଳୁନି ଓମ୍ ଙ୍କ ପତ୍ତା,ବିତିଗଲାଣୀ ୪ଦିନ

ଖୋର୍ଦ୍ଧା: ୪ ଦିନବିତି ଗଲାଣୀ, ହେଲେ ଏପର୍ଯ୍ୟନ୍ତ ମିଳୁନି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡିଥିବା ଛାତ୍ରଙ୍କ ଖବର । ଛାତ୍ରଙ୍କୁଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଖୋଜା ଖୋଜିବା ପାଇଁ ପ୍ରସ୍ତୁତି କରାଯାଉଛି । ସୂଚନା ଅନୁସାରେ ୪ଦିନ ତଳେ ତାପଙ୍ଗ ବଡ଼ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ସେଲଫି ନେବା ସମୟରେ ଓମ୍ ପ୍ରକାଶ ପାଣିରେ ବୁଡି ଯାଇଥିଲେ । ଏହା ପର ଠାରୁ ଓମ୍ ପ୍ରକାଶଙ୍କୂଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେ ବିଫଳ ହୋଇଛନ୍ତି ରେସକ୍ୟୁଟିମ୍ ।

Related posts

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

mahabharatanews

କାକଟମଙ୍ଗଳା ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

mahabharatanews

ଶ୍ରୀନଗରରେ ସିଆରପିଏଫର ପ୍ରଥମ ମହିଳା ଆଇଜି ନିଯୁକ୍ତ

mahabharatanews