ଓଡିଶାପର୍ବ ପର୍ବାଣି

ଆଜି ହେରାପଞ୍ଚମୀ, ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

ପୁରୀ: ଆଜି ହେରାପଞ୍ଚମୀ । ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଆସିବେ ରଥଭାଙ୍ଗିବାକୁ । ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ଧରି ମହାପ୍ରଭୁ ଜନ୍ମବେଦୀକୁ ଆସିଛନ୍ତି । ମା’ ଲକ୍ଷ୍ମୀଙ୍କୁ ସାଥୀରେ ଆଣି ନଥିବାରୁ ଅଭିମାନ କରିଛନ୍ତି । ସ୍ବାମୀଙ୍କ ଅନୁପସ୍ଥିତିର ଦୁଃଖ ଭଉଣୀ ମା’ ବିମଳା ଦେବୀଙ୍କ ନିକଟରେ କହିଛନ୍ତି । ଭଉଣୀଙ୍କ ପରାମର୍ଶ ପାଇବା ପରେ ମହାପ୍ରଭୂଙ୍କୁ ଏକାନ୍ତରେ ଦର୍ଶନ କରିବାକୁ ଆସିବେ । ମହାପ୍ରଭୂଙ୍କ ସହ ଦର୍ଶନ ନେହବାରୁ ଫେରିବା ବେଳେ ନନ୍ଦିଘୋଷ ରଥରୁକାଠ ଖଣ୍ଡେ ଭାଙ୍ଗି ଦେଇ ଫେରିବେ । ଆସନ୍ତକାଲି ଅର୍ଥାତ ହେରାପଞ୍ଚମୀ ପରଦିନ ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ ହୋଇ ନାକଚଣା ଦ୍ବାର ନିକଟକୁ ଯିବ । ହେରା ପଞ୍ଚମୀ ନୀତି ପରେ ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି ।

Related posts

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

mahabharatanews

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ

mahabharatanews

ସତରେ କ’ଣ ପରୀକୁୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତା’ର ବାପାମାଆ ?

mahabharatanews