ଓଡିଶାରାଜନୀତି

ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ, ବଜେଟ୍ ପୂର୍ବରୁ ବୈଠକ ଥିବାରୁ ବଡ଼ ନିଷ୍ପତି ସମ୍ଭାବନା

ଭୁବନେଶ୍ବର: ଆଜି ରାଜ୍ଯ କ୍ଯାବିନେଟ ବୈଠକ ବସିବାର ଅଛି । ରାତି ୮ ଟା ୩୦ରେ ଏହି କ୍ଯାବିନେଟ ବୈଠକ ବସିବା ନେଇ ସୂଚନା ରହିଛି। ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ ବୈଠକ । ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ଯକ୍ଷତାରେ ହେଉଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ସରକାର। ଅନେକ ପ୍ରସ୍ତାବ ଉପରେ ବାଜିପାରେ କ୍ଯାବିନେଟର ମୋହର। ଆସନ୍ତକାଲି ବଜେଟ୍ ଉପସ୍ଥାପନ ହେବ । ବଜେଟ୍ ପୂର୍ବରୁ ବୈଠକ ଥିବାରୁ ବଡ଼ ନିଷ୍ପତି ହେବାର ସମ୍ଭାବନା ରହିଛି ।

Related posts

ଅଣାୟତ୍ତ ଆଳୁ ଦରକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ

mahabharatanews

୧୦ ବଖରା ଭସ୍ମିଭୂତ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews