ଖେଳ

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍ । ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏଭଳି ବଡ଼ ନିଷ୍ପତ୍ତି ଭିନେଶ ଫୋଗଟ୍ । କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଭିନେଶ ଲେଖିଛନ୍ତି  ମା’ କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି । ମୋତେ କ୍ଷମା କରିବ । ତୁମ ସ୍ବପ୍ନ, ମୋ ସାହାସସବୁ କିଛି ଭାଙ୍ଗିଯାଇଛି ।  ଏହା ଠାରୁ ଏହାଠାରୁ ଅଧିକ ଶକ୍ତି ନାହିଁ ଏବେ ମାେ ପାଖରେ । ୨୦୦୧- ୨୦୨୪ର କୁସ୍ତି କ୍ୟାରିୟରକୁ ବାଏ ବାଏ କରିଛନ୍ତି ଭିନେଶ । ସେ ଦେଶବାସୀଙ୍କ ନିକଟରେ ଋଣି ବୋଲି ମଧ୍ୟ ଲେଖିଛନ୍ତି ।

Related posts

ହକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews

ସରକାରଙ୍କ ଚରମବାଣୀ, ଖେଳାଳି କରିବେନି ନିଶାଦ୍ରବ୍ୟ ବିଜ୍ଞାପନ

mahabharatanews