ଓଡିଶା

ଭୁବନେଶ୍ୱର ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି

ଭୁବନେଶ୍ୱର:- ରାଜଧାନୀରେ ବୁଲିଲା ବୁଲ୍‌ଡୋଜର । ଭୁବନେଶ୍ୱର ଖାରବେଳ ନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର । ୟୁନିଟ ୩ ଶ୍ରୀୟା ଛକ ଠାରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଚ୍ଛେଦ ଆରମ୍ଭ ହୋଇଛି । ଖାରବେଳ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଛି।

Encroachments along 100km of roads removed in Bhubaneswar since Jan, say officials | Bhubaneswar News - The Times of India

ମାଳିସାହି କବାଡ଼ି ବସ୍ତି ଅଞ୍ଚଳରେ ଅନେକ କବାଡ଼ିଆ ଦୋକାନ ଖୋଲିଛି । ଏପିରିକି ଏହି ଦୋକାନଗୁଡ଼ିକ ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଯାହାଫଳରେ ଲୋକଙ୍କୁ ଯିବା ଆସିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ବିଏମ୍‌ସି ନିକଟରେ ମଧ୍ୟ ବାରମ୍ବାର ଅଭିଯୋଗ ହୋଇଥିଲା । ଶେଷରେ ବୁଧବାର ଦିନ ବିଏମ୍‌ସି ପକ୍ଷରୁ କବାଡ଼ି ବସ୍ତି ଅଞ୍ଚଳରେ ବୁଲିଛି ବୁଲ୍‌ଡୋଜର । ରାସ୍ତାକୁ ଅବରୋଧ କରିଥିବା କବାଡିଆ ଦୋକାନକୁ ହଟାଯାଇଛି । ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Matunga Flower Market Showdown: Hawkers Defy BMC's Demolition Drive, Resume Business Within Hours

Related posts

ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଦୈନିକ ବଢୁଛି ତାତି 

mahabharatanews

ଟ୍ୱିନ ସିଟି ହେବ ଟ୍ରିପଲ ସିଟି

mahabharatanews