ଓଡିଶା

ରେଙ୍ଗାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁଭାରମ୍ଭ

ରେଙ୍ଗାଲିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁଭାରମ୍ଭ l ସମ୍ବଲପୁର ଜିଲ୍ଲା ରେଙ୍ଗାଲି ମାର୍କେଟ ୟାର୍ଡ଼ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ବଡ଼ ଧରଣର ମେଳା କରାଯାଇଛି l ଏହି ମେଳା ର ଆଭିମୁଖ୍ୟ ହେଲା ଲୋକେ ଚାଷ କାମ ସହିତ ପଶୁ ପାଳନ ତଥା ମତ୍ସ୍ୟ ଚାଷ କଲେ ରୋଜଗାର ର ନୁଆଁ ପନ୍ଥା ମିଳି ପାରନ୍ତା l ପୂର୍ବ ସରକାର ସମୟରେ ଏହି ଭଳି ପ୍ରୋତ୍ସାହନ ମିଳିପାରି ନଥିଲା ସେଥିପାଇଁ ଲୋକେ ଏହି କାମକୁ ଅଗ୍ରେହ ଦେଉନଥିଲେ l ଏବେ ସରକାର ପରିବର୍ତନ ହେଲା ପରେ ଲୋକଙ୍କ ମନରେ ଖୁସି ଦେଖିବାକୁ ମିଳିଛି ଏବଂ ଏହି ଭଳି ଲୋକଙ୍କୁ ସାମିଲ କରି ନୁଆଁ ନୁଆଁ ତାଲିମ ସହିତ ଋଣ ଏବଂ ସହାୟତା ପାଇଁ ପ୍ରୟାସ କରିଛି ସରକାର l

Related posts

୨୪ ଘଣ୍ଟାରେ ଆଉ ୨୬୯୮ ନୂତନ କରୋନା ଚିହ୍ନଟ

mahabharatanews

ନଈ ପାଣିରେ ଭାସି ଗଲେ ବାପ-ପୁଅ

mahabharatanews

ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

mahabharatanews