ସମସ୍ତ ସରକାରୀ କର୍ମଚାରୀ ଗ୍ରୁପ A ରୁ D ପର୍ଯ୍ୟନ୍ତ ନିଜର ସମ୍ପତ୍ତି ତାଲିକା ଜାନୁଆରୀ 31 ସୁଦ୍ଧା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶନାମା ଜାରି କରିଛି | ଏନେଇ ସମସ୍ତ ବିଭାଗ ଏବଂ ଜିଲ୍ଲପାଳ ଏବଂ ଆରଡ଼ିସି ମାନଙ୍କୁ ଚିଠି ଲେଖି ଅବଗତ କରାଇଛି ବିଭାଗ | ଚାକିରୀ କ୍ଷେତ୍ରରେ ପ୍ରମୋସନ ପାଇଁ ନିର୍ଦ୍ଧିଷ୍ଟ ସମୟରେ ସମ୍ପତ୍ତି ତାଲିକା ପ୍ରଦାନ କରିବା ବାଧ୍ୟତାମୂଳକ ରହିବ|
