ଓଡିଶାଦୁର୍ଘଟଣା

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା କାର୍ ଚଢ଼ିଗଲା ପଞ୍ଚ୍ କାର୍। ଦୁର୍ଘଟଣା ଯୋଗୁଁ ପାଖାପାଖି ଅଧଘଣ୍ଟା ଗାଡ଼ି ମଟର ଯିବା ଆସିବା ବ୍ୟାଘାତ ହୋଇଥିଲା। ଖବର ପାଇ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କ୍ରେନ୍ ସାହାଯ୍ୟରେ ଦୁଇଟି କାର୍ କୁ ରାସ୍ତାରୁ ହଟାଇ ଥିଲେ।

Related posts

ଉତ୍କଳ ଦିବସରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ରେଡକ୍ରସ ଭବନ ଠାରେ ରକ୍ତଦାନ ଶିବିର ଆୟୋଜିତ

mahabharatanews

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

mahabharatanews

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

mahabharatanews