ଦୁର୍ଘଟଣା

ଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଆହତ

ଟ୍ରକ ଧକ୍କାରେ ଚାଲିଗଲା ଜୀବନ । ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଠାରେ ଟ୍ରକ ଧକ୍କାରେ ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ଜଲିଆ ଦର୍ହ ଗ୍ରାମର ମଳୟ ସାହୁ ହୋଇଥିବା ବେଳେ ବଡବନ୍ଧ ଗ୍ରାମର  ଜଣେ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି  । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ପେଟ୍ରୋଲ ଟ୍ରକ ଓଲଟି ପଡିଥିବା ଦେଖିବାକୁ ମିଳିଛି  । ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବାକୁ ପ୍ରସ୍ତୁତ ହୋଇ ଥିବା ସୂଚନା ରହିଛି ।

Related posts

ପୁରୀ ବେଳାଭୂମିରୁ ନିଖୋଜ, ବାଲେଶ୍ବରରୁ ଉଦ୍ଧାର

mahabharatanews

ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

mahabharatanews

କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ…

mahabharatanews