ଓଡିଶା

ପୋଖରୀକୁ ଯାଇ ପାଣିରେ ବୁଡିଗଲେ

ପୋଖରୀରେ ବୁଡି ବୃଦ୍ଧ ମୃତ । ମୃତକ ହେଲେ ହିନ୍ଦୋଳ ବାଲିମୀ ଥାନା ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣି। ବୟସ-୬୫ବର୍ଷ। ସକାଳୁ ପୋଖରୀ କୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ଖବର ପାଇ ଖଜୁରିଆକଟା ଦମକଳ ବାହିନୀ ଖଜୁରିଆକଟା ମେଡିକାଲ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

୩ରୁ ପ୍ରବଳ ବର୍ଷା ସମ୍ଭାବନା ,୧୪ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣଂ ଜାରି

mahabharatanews

୩ ଦିନରେ ୮୦୮୧ ଅନଲାଇନରେ ପଞ୍ଜିକରଣ

mahabharatanews

ନାଇଜରର ୩୧ ଛାତ୍ରଛାତୀ କରୋନା ପଜିଟିଭ

mahabharatanews