ଓଡିଶା

ନାଇଜରର ୩୧ ଛାତ୍ରଛାତୀ କରୋନା ପଜିଟିଭ

ଭୁବନେଶ୍ୱର: ଖୋର୍ଦ୍ଧା ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ( ନାଇଜର)ରେ କରୋନା । ଏକା ସାଙ୍ଗରେ ଅନୁଷ୍ଠାନର ୩୧ ଛାତ୍ରଛାତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ତେବେ ୩୧ ପଜିଟିଭ ହୋଇଥିବା ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

 

Related posts

ଆଜି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ସ୍କିଲ କନକ୍ଳେଭ 2023.

mahabharatanews

ଆଗାମୀ ୭୨ ଘଣ୍ଟା ଶିଶୁକନ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 

mahabharatanews

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

mahabharatanews