ଓଡିଶାଭାରତଶିକ୍ଷା

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ରେକର୍ଡ ସୃଷ୍ଟି କରିଛି ଜଗତସିଂହପୁରର ପ୍ରମୁଖ ଶିକ୍ଷାଅନୁଷ୍ଠାନ ସ୍କଲାର ଏକାଡେମୀ । ଚଳିତବର୍ଷ ପରୀକ୍ଷାରେ ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଓମପ୍ରକାଶ ସ୍ବାଇଁ ଯୁକ୍ତଦୁଇ ବିଜ୍ଞାନରେ ସମୁଦାୟ ୬୦୦ ନମ୍ବରରୁ ୫୮୭ ନମ୍ୱର ରଖି ଜଗତସିଂହପୁର ଜିଲ୍ଲା ଟପର ହୋଇଥିବାବେଳେ ସୌମ୍ୟା ପ୍ରିୟଦର୍ଶିନୀ ସାହୁ ୫୮୦ ନମ୍ବର ରଖି ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ।

ନିକଟରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବାବେଳେ ଏହି ଶିକ୍ଷାନୁଷ୍ଠାନରର ଛାତ୍ର ଓ ଛାତ୍ରୀ ପ୍ରଥମ ଓ ଦ୍ହିତୀୟ ସ୍ଥାନ ଅଧିକାର କରିଥିବାବେଳେ ସଂପୂର୍ଣ୍ଣ ଜିଲ୍ଲାରେ ଖୁସିର ମାହୋଲ ଖେଳି ଯାଇଛି  ସ୍କଲାର ଏକାଡେମୀର ଅଧିକାଂଶ ଛାତ୍ରଛାତ୍ରୀ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

Related posts

ବ୍ୟକ୍ତିଗତ ଜମି ବିବାଦ ଓ ମାମଲା ରୁଜୁ କରାଯାଇ ନଥିବା ବିରୁଦ୍ଧରେ ଥାନା ଘେରାଉ…

mahabharatanews

କଟିକଟା ଠାରେ ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

mahabharatanews

୯୦୦ କିଲୋମିଟର ସାଇକଲରେ ଯାତ୍ରା କଲେ ଲୁଗା ବେପାରୀ

mahabharatanews