ଓଡିଶା

ବଜ୍ରପାତରେ ୯ ରୁ ଉର୍ଦ୍ଧ ଆହାତ ଜଣେ ଗୁରୁତର

ଗଞ୍ଜାମ /ଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ବୋରସିଗିଂ ଗ୍ରାମରେ ଆଜି ଅପରାହ୍ନରେ ହୋଇଥିବା ବଜ୍ରପାତ ରେ ୯ ରୁ ଉର୍ଦ୍ଧ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ଗ୍ରାମର ଖଜୁରୀ ବନ୍ଧ ରେ ଚାଲିଥିବା ଦଣ୍ଡନାଚର ପାଣିଦଣ୍ଡ ବେଳେ ବଜ୍ରପାତ ହୋଇଥିଲା । ଫଳରେ ପାଣିଦଣ୍ଡ ରେ ଭାଗନେଇଥିବା ୩ ଦଣ୍ଡୁଆ ଙ୍କ ସମେତ ୬ ରୁ ଉର୍ଦ୍ଧ ଗ୍ରାମବାସୀ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆସିକା ମେଡ଼ିକାଲରେ ଭର୍ତି କରାଯାଇଛି । ଆଜି ଗ୍ରାମରେ କନିଆରୀ ପାର୍ଟି ର ଦଣ୍ଡନାଚ ହେଉଥିଲା ।

Related posts

ସାମ୍ବାଦିକ ବ୍ରହ୍ମଙ୍କ କରୋନାରେ ମୃତ୍ୟୁ: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

mahabharatanews

ହୋଲି ପାଇଁ ରାଜଧାନୀରେ ଜାରି କଡ଼ା ସୁରକ୍ଷା ବ୍ୟବସ୍ଥା, ୩୨ ପ୍ଲାଟୁନ ଫୋର୍ସ ମୁତୟନ

mahabharatanews

ପ୍ରତିଶ୍ରୁତି ପରେ ଟୋଲକ ବେଡା ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

mahabharatanews

Leave a Comment