ଓଡିଶାଶିକ୍ଷା

ପୁଣି ଜଣେ ଛାତ୍ରଙ୍କୁ ରାଗିଂ

ଭୁବନେଶ୍ୱର:ରୁଚିକା ଆତ୍ମହତ୍ୟା ନଥମୁଣୁ ପୁଣି ବିଜେବି ମହାବିଦ୍ୟାଳୟ ନାଁରେ ଆସିଛି ସଂଘୀନ ଅଭିଯୋଗ ।+୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ରୁଦ୍ରନାରାୟଣ ପାତ୍ରଙ୍କୁ ଏକାଧିକ ସିନିୟର ଓ କିଛି ଅଣଛାତ୍ର ତାଙ୍କୁ ନିର୍ୟାତନା ଦେବା ସହ ପିଟିରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।ନିର୍ୟାତନାରେ ଶିକାର ହୋଇଥିବା ରୁଦ୍ର ଓ ତାଙ୍କ ଅଭିଭାବକ ଏନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। କିଛିଦିନ ତଳେ ରୁଚିକାଙ୍କ ଆତ୍ମହତ୍ୟା ନିଆଁ ଲିଭିନାହିଁ ପୁଣି ଛାତ୍ରଙ୍କୁ ରାଗିଂନେଇ ଉତ୍ତେଜନା ପ୍ରକାଶ ପାଇଛି ।

Related posts

ବିମାନ ବନ୍ଦର ପ୍ରତିଷ୍ଠା ଦାବି: ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ ଆୟୋଜିତ 

mahabharatanews

ଘରକୁ ଆସିଲେ ଦୁଇଟି ଦୁଇଟି ଅତିଥି ; ଖୁସି ଖବର ଦେଲେ ଚୁଲବୁଲି ନାୟିକା ଝିଲିକ୍

mahabharatanews

 ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ, ଯୋଗାଯୋଗ ବିଚ୍ଛିନ୍ନ 

mahabharatanews