ଅପରାଧଭାରତ

ମାଟ୍ରିମୋନି ସାଇଟ ରେ ବିବାହ ଖୋଜିବାକୁ ଯାଇ ଠକିଗଲେ ଯୁବକ

ଭୁବନେଶ୍ୱର:ମାଟ୍ରିମୋନି ସାଇଟ ରେ ବିବାହ ଖୋଜିବାକୁ ଯାଇ ଠକିଗଲେ ଆଇଟି ପ୍ରଫେସନାଲ । ୨୪ ଲକ୍ଷ ଟଙ୍କା ଠକେଇର ଶିକାର ହେଲେ ଆଟି ପ୍ରଫେସନାଲ ।ଠକେଇ ନେଇ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କଲେ ଯୁବକ ।ଯୁବତୀ ନିଜକୁ ବାଲେଶ୍ଵରର ଝିଅ କହିଥିଲା ,ନିଜର ନାମ ପ୍ରିୟା ଗୁପ୍ତା କହୁଥିଲା । କାର୍ଣ୍ଣିଫର୍ନିଆରେ ରହି MBBS କରୁଥିବା କହିଥିଲା । ଦିଲୀ ବିମାନବନ୍ଦରରେ ୭୦ ହଜାର ଟକ ଡଲାର ଆଣି ଫସିଯାଇଥିବା କହି , ଟଙ୍କା ରିଲିଜ ହେବା କଥା କହି ଟଙ୍କା ନେଇଥିଲେ ।ଠକେଇର ଶିକାର ହୋଇଥିବା ଯୁବକ ଜଟଣୀ ଅଂଚଳର ।ତିନିଟି କଥା କହି ଟଙ୍କା ନେଇଥିଲେ ଯୁବତୀ ।ଫାଇନ ଫର ଏକ୍ସଚେଞ୍ଜ, ଆଣ୍ଟି ମନିଲାଣ୍ଡରିଂ ଓ ଟାକ୍ସ ବାବଦରେ ଟଙ୍କା ନେଇଥିବା ଅଭିଯୋଗ ।ବିଭିନ୍ନ କିସ୍ତିରେ ଯୁବକ ଜଣଙ୍କ ଟଙ୍କା ଦେଇଥିବା ନେଇ ଅଭିଯୋଗ ହୋଇଛି ।ଅଭିଯୋଗ ପରେ ପୋଲିସ ର ତଦନ୍ତ ଆରମ୍ଭ ।

Related posts

ସୁନା ପାଇଁ ଘରମାଲିକଙ୍କୁ ହତ୍ୟା କଲା ଭଡାଟିଆ

mahabharatanews

ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର 

mahabharatanews

୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ

mahabharatanews