ଓଡିଶା

ବିଧାନସଭା ଚାରିପାଖରେ ୮ ପ୍ଲାଟୁନ ପୁଲିସ ମୁତୟନ ହେବେ

ଭୁବନେଶ୍ୱର: ଆସନ୍ତା କାଲିଠାରୁ ବସିବାକୁ ଯାଉଛି ଶୀତକାଳୀନ ଅଧିବେଶନ । ଏହି ଅଧିବେଶ ପାଇଁ ବିଧାନସଭା ଓ ତାର ଚାରି ପାଖର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ପୁଲିସ ଡିଜିପି ଅଭୟ ବିଧାନସଭା ଓ ତାର ଚତୁର୍ପାଶ୍ୱର୍ର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ବିଧାନସଭା ପାଇଁ ମୋଟ ୨୮ ପ୍ଲାଟୁନ ପୁଲିସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାକୁ ତ୍ରିସ୍ତରୀୟ କରିବା ସହ ବିଧାନସଭା ଚାରିପାଖରେ ୮୦ ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ ।
ଗତ ବଜେଟ ଅଧିବେଶନ ସମୟରେ ନୟାଗଡର ଜଣେ ଯୁବକ ଏକ ଛୁରୀ ସହ ସୁରକ୍ଷା ବଳକୁ ପ୍ରବେଶ କରିବା ସହ ତାଙ୍କ ମାଙ୍କ ମୁଣ୍ଡ ଜାମିନ କରିବା ଘଟଣା ପୁଲିସ ପ୍ରଶାସନକୁ ଅଡୁଆରେ ପକାଇ ଦେଇଥିଲା । ସେପରି ଘଟଣାର ଯେପରି ପୂନରାବୃତ୍ତି ନ ଘଟେ ସେ ଲାଗି ମଧ୍ୟ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।

SR

Related posts

ମାନସିକ ପୁରଣ ହେବା ପରେ ମୁଣ୍ଡନ ହୋଇ ଓ ଅମୃତଭୋଗ ଅର୍ପଣ କରୁଛନ୍ତି ଭକ୍ତ       

mahabharatanews

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା

mahabharatanews

୫ ଦିନ ପ୍ରବଳ ବର୍ଷା ସମ୍ଭାବନା,ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

mahabharatanews