Uncategorizedକ୍ରାଇମବ୍ରାଞ୍ଚ DIGଙ୍କୁ ଭେଟିଲା ବାର ଆସୋସିଏସନ୍mahabharatanewsFebruary 12, 2026February 12, 2026 by mahabharatanewsFebruary 12, 2026February 12, 2026010 କଟକ ବାର, କ୍ରିମିନାଲ ବାର,ବୋର୍ଡ ଅଫ ରେଭିନ୍ୟୁ ବାର୍, ଓ ମୋଟର ଭେଇକିଲ ବାର ଆସୋସିଏସନ କୁ ନେଇ ଗଠିତ CCMB କଲ୍ୟାଣ ପାଣ୍ଠିରେ ପ୍ରାୟ ୪୦ ଲକ୍ଷ ଟଙ୍କାର ହେରାଫେରି ହୋଇଥିବା ନେଇ...
ଓଡିଶାଯାଜପୁର ଦୁଇ ଆଞ୍ଚଳିକ ପରିବହନ ଅଧିକାରଙ୍କୁ କାରଣ ଦର୍ଶାଅ ନୋଟିସmahabharatanewsFebruary 12, 2026February 12, 2026 by mahabharatanewsFebruary 12, 2026February 12, 2026020 ବସରେ ଦିବ୍ୟାଙ୍ଗମାନଙ୍କୁ ବସର କର୍ମକର୍ତ୍ତା ଅସମ୍ମାନ ପ୍ରଦର୍ଶନ କରିବା, ବ୍ୟାଙ୍ଗ ଆରୋପ କରିବା ଓ ସରକାରୀ ଗାଇଡଲାଇନ ଅନୁସାରେ ସୁବିଧା ଉପଲବ୍ଧ ନକରିବା ଅଭିଯୋଗ ପରେ ଯାଜପୁର ଓ ଚଣ୍ଡିଖୋଲ RTOଙ୍କୁ ଜିଲ୍ଲାପାଳଙ୍କ କାରଣ...
ଓଡିଶାଦୁର୍ଘଟଣାଭାରସାମ୍ୟ ହରାଇ ତଳକୁ ଖସିପଡିଲା ଆଖୁ ବୋଜେଇ ଟ୍ରକ୍mahabharatanewsFebruary 12, 2026February 12, 2026 by mahabharatanewsFebruary 12, 2026February 12, 202609 ଚଣ୍ଡିଖୋଲ RTO ଅଫିସ ନିକଟରେ ୧୬ ନମ୍ୱର୍ ଜାତୀୟ ରାଜପଥ ରେ ଜାରକା ରୁ କଟକ ଅଭିମୁଖେ ଆଖୁ ବୋଜେଇ ଟ୍ରକ୍ ଭାରସାମ୍ୟ ହରାଇ ଓଭର ବ୍ରିଜ ରୁ ତଳ କୁ ଓଲଟି ପଡ଼ିଛି...
ଓଡିଶାଵାଣିଜ୍ୟଭାରତ ବନ୍ଦରେ କମିଲା ସୁନା ଦରmahabharatanewsFebruary 12, 2026 by mahabharatanewsFebruary 12, 2026014 ଭାରତ ବନ୍ଦରେ କମିଲା ସୁନା ଦର। ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୮,୪୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୫,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ...
ଓଡିଶାଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସର ସମ୍ବର୍ଧନା ସଭା ଅନୁଷ୍ଠିତmahabharatanewsFebruary 12, 2026February 12, 2026 by mahabharatanewsFebruary 12, 2026February 12, 2026010 ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ପକ୍ଷରୁ ତୁରଙ୍ଗ ସ୍ଥିତ ଦୁର୍ଗା ହୋଟେଲ ଠାରେ ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ମଧ୍ୟାହ୍ନରେ ନାଲକୋ ନଗର ଟ୍ରକ୍ ଓନର ୱେଲଫେୟାର ଆସୋସିଏସନ୍...
ଖେଳଦେଶ ବିଦେଶଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବmahabharatanewsFebruary 12, 2026 by mahabharatanewsFebruary 12, 2026010 ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ନାମିବିୟା ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚଳିତ ବିଶ୍ବକପ୍ରେ ନାମିବ୍ୟା...
ଦେଶ ବିଦେଶବାଂଲାଦେଶରେ ଏବେ ନିର୍ବାଚନୀ ମାହୋଲmahabharatanewsFebruary 12, 2026 by mahabharatanewsFebruary 12, 202608 ବାଂଲାଦେଶରେ ଏବେ ନିର୍ବାଚନୀ ମାହୋଲ । ଆଜି ନୂଆ ସରକାର ବାଛୁଛି ବାଂଲାଦେଶ । ଭୋଟରମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି । ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ମତଦାନ ଜାରି ରହିବ, ତା’ପରେ...
ଓଡିଶାନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରାmahabharatanewsFebruary 11, 2026 by mahabharatanewsFebruary 11, 202608 ନିଆଳୀ କସର୍ଦ୍ଦା ଦୋପଟି ମେଳନ ପଡ଼ିଆରେ ଆରମ୍ଭ ହେଇଛି ଶ୍ରୀ ଜଗନ୍ନାଥ ମହୋତ୍ସବ। ଏହି ଅବସରରେ ଅଞ୍ଚଳରେ ୧୧୦୦ ମହିଳା କଳସ ବୁଡାଇ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ ଦୀପଞ୍ଚଳ ତଥା ନିଆଳୀ ନିର୍ବାଚନ...
ଓଡିଶାଦେଶ ବିଦେଶଆସନ୍ତାକାଲି ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରାmahabharatanewsFebruary 11, 2026 by mahabharatanewsFebruary 11, 2026011 କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡ଼ରେସନମାନ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍), ସିପିଆଇ...
ଓଡିଶାଶିକ୍ଷାମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ଭୋଗିବ ଜେଲ ଦଣ୍ଡmahabharatanewsFebruary 11, 2026 by mahabharatanewsFebruary 11, 202607 ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷାକୁ ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ରାଜ୍ୟ ସରକାର ଓ ଶିକ୍ଷା ପରିଷଦ...