ଓଡିଶାଅଖିଳ ଭାରତୀୟ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ mahabharatanewsFebruary 7, 2026 by mahabharatanewsFebruary 7, 2026010 ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ ତମ ଅଖିଳ ଭାରତୀୟ ସମ୍ମିଳନୀର ଯୋଗ ଦେଇ କହିଥିଲେ ବିଭିନ୍ନ ଦେଶରୁ ଆସିଥିବା ଆନ୍ତର୍ଜାତୀୟ ପ୍ରତିନିଧିଙ୍କୁ ବହୁତ୍ ବହୁତ୍...
ଭାରତରାଜନୀତିଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମmahabharatanewsFebruary 7, 2026 by mahabharatanewsFebruary 7, 2026012 ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଗୁଣିଗାରେଡ଼ି ଏବଂ...
ଓଡିଶାପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀmahabharatanewsFebruary 6, 2026 by mahabharatanewsFebruary 6, 2026010 ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ । ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍ରେ ପରୀକ୍ଷାର ସମୟ। ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା...
ଓଡିଶାପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀmahabharatanewsFebruary 6, 2026 by mahabharatanewsFebruary 6, 202609 ପାରାଦୀପ ବନ୍ଦର ତରଫରୁ ଅନୁଷ୍ଠିତ ହୋଇଯାଇଛି ୪0ତମ ପୁଷ୍ପ ପ୍ରଦର୍ଶନୀ l ଏହି ଫ୍ଲାୱାର ସୋ ରେ ୪୮ ରୁ ଉର୍ଦ୍ଧ୍ୱ ପ୍ରଜାତିର ଫୁଲ ସହିତ ବିଭିନ୍ନ ପ୍ରକାରର ପନିପରିବା ସାମିଲ ହୋଇଛି l...
ଓଡିଶାଆଳି-କନିକା ଠିକାଦାର ସଙ୍ଘ ପକ୍ଷରୁ ବୈଠକ ଅନୁଷ୍ଠିତmahabharatanewsFebruary 6, 2026February 6, 2026 by mahabharatanewsFebruary 6, 2026February 6, 202609 କେନ୍ଦ୍ରାପଡା ଜିଲ୍ଲା ଆଳିରେ ଗୁରୁବାର ଦିନ ଆଳି ବହୁମୁଖୀ ଆଶ୍ରୟ ସ୍ଥଳୀ ପରିସରରେ ଆଳି କନିକା ଠିକାଦାର ସଙ୍ଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାରଙ୍କ ପକ୍ଷରୁ ଏବେ ଟେଣ୍ଡର...
ଓଡିଶାସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମmahabharatanewsFebruary 6, 2026 by mahabharatanewsFebruary 6, 2026011 ସରକାରୀ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମ, ଉପକୃତ ହେବେ ସଂରକ୍ଷିତ ବର୍ଗ । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ବା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ଧରଣର ଆଇନଗତ ପରିବର୍ତ୍ତନ କରିଛନ୍ତି...
ଓଡିଶା‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତmahabharatanewsFebruary 5, 2026 by mahabharatanewsFebruary 5, 2026010 ହିନ୍ଦୋଳ ବ୍ଳକର ବିଭିନ୍ନ ମହାବିଦ୍ୟାଳୟରେ ‘ଏକ ଦେଶ ଏକ ନିର୍ବାଚନ’ ପାଇଁ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ହିନ୍ଦୋଳ ରିଜିଓନାଲ କଲେଜ, ଦ୍ଵିତୀୟ ଦିନରେ ଜନତା ମହାବିଦ୍ୟାଳୟ ସାତମାଇଲ, ତୃତୀୟ ଦିନରେ...
ଓଡିଶାପୁରୀରେ ତିନି ଧରି ହେବ ଭାରତୀୟ ମଜଦୂର ସଂଘ ର ୨୯ ତମ ତ୍ରୈବାର୍ଷିକ ଅଧିବେଶନmahabharatanewsFebruary 5, 2026 by mahabharatanewsFebruary 5, 2026010 ପୁରୀରେ ତିନି ଧରି ହେବ ଭାରତୀୟ ମଜଦୂର ସଂଘ ର ୨୯ ତମ ତ୍ରୈବାର୍ଷିକ ଅଧିବେଶନ । ୬ ଫେବୃଆରୀ ରୁ ୮ ଫେବୃଆରୀ ରୁ ଚାଲିବ ଅଧିବେଶନ ।୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ...
ଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘ନ୍ୟାସନାଲ୍ ଡିଫେନ୍ସ କଲେଜ୍’ ପ୍ରଶିକ୍ଷାର୍ଥୀ ଅଧିକାରୀଗଣmahabharatanewsFebruary 5, 2026February 5, 2026 by mahabharatanewsFebruary 5, 2026February 5, 202608 ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଥିବା ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଡିଫେନ୍ସ କଲେଜ୍ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅଧ୍ୟୟନ...
ଓଡିଶା22ବର୍ଷ ରେ ପଦାର୍ପଣ କଲା ଖଡ଼ିଆଳ ମହୋତ୍ସବmahabharatanewsFebruary 5, 2026 by mahabharatanewsFebruary 5, 202609 ଉଦଘାଟିତ ହେଲା ଖଡ଼ିଆଳ ମହୋତ୍ସବ 2026,ବିଲମ୍ବିତ ରାତି ଯାଏ ସମ୍ବଲପୁରୀ ନାଚଗୀତ ରେ ଝୁମିଲେ ଦର୍ଶକ । 22ବର୍ଷ ରେ ପଦାର୍ପଣ କଲା ଖଡ଼ିଆଳ ମହୋତ୍ସବ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଏଟି...