ଓଡିଶାବଟି ନଦେବାରୁ ଶ୍ରମିକଙ୍କୁ ସ୍ଥାନୀୟ ଯୁବକଙ୍କ ମାଡmahabharatanewsDecember 29, 2019December 29, 2019 by mahabharatanewsDecember 29, 2019December 29, 20190479 (ମହାଭାରତ, ଜୟପାଟଣା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିନ ବର୍ଛି ଛକ ନିକଟରେ କିଛି ବିହାରି ଶ୍ରମିକଙ୍କୁ ସ୍ଥାନୀୟ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୨ଜଣ ଶ୍ରମିକ ଗୁରୁତର...
ଓଡିଶାରାଉରକେଲା ଷ୍ଟିଲ ପ୍ଲାଣ୍ଟର ୪ ସିଆଇଏସଏଫ ଯବାନ ନିଲମ୍ବିତmahabharatanewsDecember 28, 2019 by mahabharatanewsDecember 28, 20190429 (ମହାଭାରତ, ରାଉରକେଲା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ସୁରକ୍ଷା ଦାୟିତ୍ୱରେ ଥିବା ୪ ସିଆଇଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ ସିଆଇଏସଏଫ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି...
Uncategorizedଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲାmahabharatanewsDecember 28, 2019 by mahabharatanewsDecember 28, 20190383 (ଅଲୀଗଡ): ଉତ୍ତରପ୍ରଦେଶର ଅଲିଗଡ ମୁସଲିମ ୟୁନିଭରସିଟି (ଏଏମୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଡିସେମ୍ବର ୧୫ ତାରିଖରେ ଅଲୀଗଡରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି...
Uncategorizedବିହାରରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟାmahabharatanewsDecember 28, 2019 by mahabharatanewsDecember 28, 20190264 (ବୈଶାଳୀ): ବିହାରର ବୈଶାଳୀ ଅଞ୍ଚଳରେ ଜଣେ କଂଗ୍ରେସ ନେତା ରାକେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଶନିବାର ସକାଳେ ସେ ଜିମ୍ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଏକ ବାଇକରେ ଆସି...
Uncategorizedଘାଟକୋପର କାରଖାନାରେ ନିଆଁ ଲାଗି ୨ ମୃତmahabharatanewsDecember 28, 2019 by mahabharatanewsDecember 28, 20190297 (ମୁମ୍ବାଇ): ରାଜଧାନୀ ଦିଲ୍ଲୀ ପରେ ଏବେ ମୁମ୍ବାଇର ଏକ କାରଖାନାରେ ଗତ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା...
Uncategorizedଟ୍ରକରୁ ସାଢେ ୩ ଲକ୍ଷ ଟଙ୍କାର ପିଆଜ ଚୋରିmahabharatanewsDecember 28, 2019 by mahabharatanewsDecember 28, 20190251 (ପାଟନା): କିଛି ଦିନର ବ୍ୟବଧାନ ପରେ ପୁଣି ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି । ପିଆଜର ଦର ଆକାଶଛୁଆଁ ହୋଇଥିବା ବେଳେ ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ଏକ ପିଆଜ ବୋଝେଇ...
Uncategorizedତିନ୍ ତଲାକ୍ ପୀଡିତାଙ୍କୁ ୟୁପି ସରକାର ଦେବେ ଆର୍ଥିକ ସହାୟତାmahabharatanewsDecember 28, 2019 by mahabharatanewsDecember 28, 20190291 (ଲକ୍ଷେ୍ନø): ଉତ୍ତରପ୍ରଦେଶ ସରକାର ତିନ୍ ତଲାକ୍ ପୀଡିତାମାନଙ୍କୁ ଆସନ୍ତାବର୍ଷ ଠାରୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଥଇଥାନ ବ୍ୟବସ୍ଥା ହେବା ଯାଏ ପୀଡିତାମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା...
Uncategorizedନିତୀଶଙ୍କ ଦ୍ୱାରା ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତmahabharatanewsDecember 28, 2019 by mahabharatanewsDecember 28, 20190482 ପାଟନା: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଶନିବାର ଦିନ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତିକୁ ପାଟନାଠାରେ ଅନାବରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅରୁଣ ଜେଟଲୀଙ୍କ ପରିବାର...
Uncategorizedକଂଗ୍ରେସ ପ୍ରତିଷ୍ଠା ଦିବସ: ପ୍ରତି ରାଜ୍ୟରେ ସିଏଏ ବିରୋଧୀ ଶୋଭାଯାତ୍ରା ଶୁଭାରମ୍ଭmahabharatanewsDecember 28, 2019 by mahabharatanewsDecember 28, 20190345 ନୂଆଦିଲ୍ଲୀ: ଆଜି କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ ପୂର୍ବକ ସିଏଏ ବିରୋଧରେ...
Uncategorized୧୧୭ ବର୍ଷ ପରେ ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଶୀତmahabharatanewsDecember 28, 2019 by mahabharatanewsDecember 28, 20190481 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ଶୀତ ରେକର୍ଡ କରିଛି । ଆଜି ସକାଳୁ ଲୋଧୀ ରୋଡର ତାପମାତ୍ରା ୧.୭ ଡିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ୧୯୦୧ ପରେ...