ଓଡିଶାସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ମେଳିmahabharatanewsDecember 3, 2019 by mahabharatanewsDecember 3, 20190385 (ମହାଭାରତ, ଚିତ୍ରକୋଣ୍ଡା): ସରକାରଙ୍କ ବିରୋଧରେ ମେଳି କରି ପୁଣି ଗର୍ଜିଛନ୍ତି ସ୍ୱାଭିମାନ ଅଞ୍ଚଳର ଶତାଧିକ ଆଦିବାସୀ । ସେମାନଙ୍କର ଦାବି ଗୁଡିକୁ ପୂର୍ବରୁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ ସରକାର ସେଗୁଡିକୁ ପୂରଣ କରୁ...
ଓଡିଶାମମର୍ନ୍ତୁତ ସଡ଼କ ଦୁର୍ଘଟଣା ,୧୦ଆହତmahabharatanewsDecember 3, 2019 by mahabharatanewsDecember 3, 20190355 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପାରାଦୀପ -ଚଣ୍ଡିଖୋଲ ଜାତୀୟ ରାଜପଥ ତାରିଣୀ ଛକରେ ଘଟିଛି ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଓ ବସ ଧକ୍କା ହୋଇଛି । ବସରେ ୩୦ଜଣ ଯାତ୍ରୀ ରହିଥିଲେ ।...
ଓଡିଶାବାଲୁକା ମହୋତ୍ସବର ୨ୟ ଦିନରେ ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190353 (ଗୋପ): କୋଣାର୍କ ବାଲୁକା ମହୋତ୍ସବର ୨ୟ ଦିନରେ ବାଲୁକା ଶିଳ୍ପୀ ମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେମାନଙ୍କର କଳା ମାଧ୍ୟମରେ । ବିଶେଷକରି ପରିବେଶ ସୁରକ୍ଷିତ ରହିଲେ ଜୀବ ଜନ୍ତୁ ସୁରକ୍ଷିତ...
ଓଡିଶାସାରଥୀଙ୍କ ଦିବ୍ୟ ଶକ୍ତିର ପର୍ଦ୍ଦାଫାସ କଲେ ଅରୁଣ ବୋଥ୍ରାmahabharatanewsDecember 3, 2019 by mahabharatanewsDecember 3, 20190440 (ପ୍ର୍ରିୟଦର୍ଶନୀ ସ୍ୱାଇଁ/ମହାଭାରତ): ପୁଣି ଚର୍ଚ୍ଚାରେ ସନ୍ତୋଷ ଓରଫ ସାରଥୀ ବାବା । ସାରଥିଙ୍କୁ ଗିରଫ ସମୟରେ ତାଙ୍କ ପାଖରେ ଦିବ୍ୟଶକ୍ତି ଥିବା ନେଇ ବହୁ ମାତ୍ରାରେ ପ୍ରଚାର ମଧ୍ୟ ହୋଇଥିଲା। ସତରେ କଣ ସାରଥୀଙ୍କର...
ଓଡିଶା୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତmahabharatanewsDecember 3, 2019 by mahabharatanewsDecember 3, 20190478 (ମମତା ସାମଲ)ମାହାଭାରତ : ସୋନପୁର-ବଲାଙ୍ଗିର ରାସ୍ତାର ଖାରୀ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁଯାୟୀ,...
ଅପରାଧରାଜନୀତିସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190476 (ଆଦର୍ଶ ରାଉତ)ଭୁବନେଶ୍ୱର: ପୁରୀ ସହରରେ ଜଣେ ଯୁବତୀକୁ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାର ସାଥିମାନେ ନିମାପଡ଼ାରୁ ଯୋର ଜବରଦସ୍ତି ଗାଡ଼ିରୁ ଉଠାଇନେଇ ପୁରୀଠାରେ ଗଣବଳାତ୍କାର କରିବା ନବୀନ ବାବୁଙ୍କ...