ଓଡିଶା୪ ନକଲି ଶିକ୍ଷକ ଗିରଫmahabharatanewsDecember 9, 2019 by mahabharatanewsDecember 9, 20190369 (ମହାଭାରତ/କୋରାପୁଟ): ପୁଣି କୋରାପୁଟରେ ଧରାପଡ଼ିଲେ ନକଲି ଶିକ୍ଷକ । କୋରାପୁଟ ଜିଲ୍ଲାରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ୪ଜଣ ବ୍ୟକ୍ତି ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ଶିକ୍ଷକ ଭାବେ ·କିରି କରିଥିବା ଘଟଣା ସାମନାକୁ...
ଅପରାଧଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀ ତାମିଲନାଡୁରୁ ଉଦ୍ଧାରmahabharatanewsDecember 9, 2019 by mahabharatanewsDecember 9, 20190406 (ମହାଭାରତ/ମୟୂରଭଞ୍ଜ): ଜିଲ୍ଲାର ବଡସାହି ଥାନା ଇଲାକାରୁ ଅପହୃତା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ମୟୂରଭଞ୍ଜ ପୁଲିସ । ପୁଲିସ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅମିତ ସେନାପତିକୁ ମଧ୍ୟ ପୁଲିସ ଗିରଫ...
ଓଡିଶାପର୍ୟ୍ୟଟନ ବିଭାଗର ମୁଖ୍ୟ ସଚିବଙ୍କ ଦ୍ୱାରା ଇକୋ ରିଟ୍ରିଟ ଉତ୍ସବର ପ୍ରସ୍ତୁତି ତଦାରଖmahabharatanewsDecember 9, 2019 by mahabharatanewsDecember 9, 20190358 ( ମହାଭାରତ/ଗୋପ): ଗୁଜରାଟର ରାନ ଉତ୍ସବ ଢଙ୍ଗରେ ପ୍ରଥମ ଥର ପାଇଁ ପର୍ୟ୍ୟଟନ କ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ସାହୁଖଣତା ବେଳାମାର୍ଗ ଠାରେ ଅ ।ସନ୍ତା ଡ଼ିସେମ୍ବର ୧୪ରୁ ଜାନୁଅ ।ରୀ ୧୪ ତାରିଖ ପର୍ୟ୍ୟନ୍ତ...
ଓଡିଶାଅଟୋକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୧୪ ଆହତmahabharatanewsDecember 9, 2019 by mahabharatanewsDecember 9, 20190355 (ମହାଭାରତ, ଦାରିଙ୍ଗିବାଡି): ଦାରିଙ୍ଗିବାଡି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଗୋଟିଏ ବୋଲେରୋ ଧକ୍କା ଦେବା ଫଳରେ ରାସ୍ତାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ...
ଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତmahabharatanewsDecember 9, 2019 by mahabharatanewsDecember 9, 20190398 (ମହାଭାରତ/ବାରିପଦା): ବାରିପଦା ସଦର ଥାନା ଅଧୀନ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ...
ଅପରାଧଓଡିଶାଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀmahabharatanewsDecember 8, 2019 by mahabharatanewsDecember 8, 20190585 (ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ସ୍କୁଲ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ବ୍ଲକ ଅନ୍ତର୍ଗତ ବୁର୍ଜା ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ହୋଇଥିବା...
ପ୍ରଯୁକ୍ତିଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ପ୍ରସ୍ତୁତିmahabharatanewsDecember 8, 2019 by mahabharatanewsDecember 8, 20190395 (ନୂଆଦିଲ୍ଲୀ/ମହାଭାରତ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ କେନ୍ଦ୍ରକୁ ୭୫ କୋଟି ଟଙ୍କା ମାଗିଛି । ଆସନ୍ତା ବର୍ଷ ନଭେମ୍ବର ମାସରେ ଚନ୍ଦ୍ରାବତରଣ ଅଭିଯାନ...
ଅପରାଧଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବକ ଗିରଫmahabharatanewsDecember 8, 2019 by mahabharatanewsDecember 8, 20190400 (ମହାଭାରତ, ଭଦ୍ରକ): ଭଦ୍ରକର ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଯ୍ୁବକ ଜଣକ ୪ ବର୍ଷ ଧରି ଜଣେ...
ଓଡିଶାଟ୍ରେନ ଲାଇନରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାରmahabharatanewsDecember 8, 2019 by mahabharatanewsDecember 8, 20190364 (ମହାଭାରତ, କଣ୍ଟାବାଞ୍ଝି): କଣ୍ଟାବାଞ୍ଝି-ରାୟପୁର ଟ୍ରେନ ଲାଇନର ଡାବରୀ ନିକଟରୁ ଶନିବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ଦାଦନ ଖଟିବା ପାଇଁ ତେଲେଙ୍ଗାନାର ପୈ÷ଦାପଲ୍ଲୀ ଯାଇଥିଲେ ବୋଲି ପ୍ରାଥମିକ...
ଓଡିଶାଭ୍ରଷ୍ଟ ରାଜନେତାଙ୍କ ପାଇଁ ଦୁଷ୍କର୍ମ ବଢୁଛି: ସ୍ୱାମୀmahabharatanewsDecember 8, 2019 by mahabharatanewsDecember 8, 20190350 (ମହାଭାରତ/ନୂଆଦିଲ୍ଲୀ): ଉନ୍ନାଓ ଦୁଷ୍କର୍ମ ପୀଡିତାର ମୃତ୍ୟୁ ପରେ ସାରା ଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଉତ୍ତର ପ୍ରଦେଶ ସରକାରକୁ ଘେରୁଥିବା ବେଳେ ବିଜେପିର ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ଭ୍ରଷ୍ଟ ରାଜନେତାଙ୍କ...