Author : mahabharatanews

18148 Posts - 0 Comments
ଓଡିଶା

ମାଓ ବିସ୍ପୋରଣର ଶିକାର ହେଲେ ଯବାନ

mahabharatanews
(ମହାଭାରତ/ରାଞ୍ଚି): ଋାଞ୍ଚି ନିକଟରେ ରବିବାର ଦୁଇ ଜଣ ଯବାନ ଆଇଡି ବିସ୍ପୋରଣର ଶିକାର ହୋଇଛନ୍ତି । ମାଓବାଦୀମାନେ ରାଞ୍ଚି ଠାରୁ ଅଳ୍ପ ଦୂରରେ ଏହି ବିସ୍ଫୋରଣ କରିଛନ୍ତି । ସୂଚନା ଅନୁଯାୟୀ, ଶନିବାର ଝାଡଖଣ୍ଡର...
ଓଡିଶା

ଜନ୍ମଦିନ ପାଳିବେ ନାହିଁ ସୋନିଆ

mahabharatanews
(ମହାଭାରତ, ନୂଆଦିଲ୍ଲୀ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଡିସେମ୍ବର ୯ ଅର୍ଥାତ ଆଜି ସେ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି...
ଓଡିଶା

ଟ୍ରକ ପଛପଟେ ପିଟି ହେଲା ଟ୍ରାଭେଲର, ୩ ମୃତ ୧୦ ଗୁରୁତର

mahabharatanews
(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଶେରଗଡ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ପଛରେ ଟ୍ରାଭେଲର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।...
ଅପରାଧ

ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ, ୩ ଗିରଫ

mahabharatanews
(ମହାଭାରତ, ମୟୁରଭଞ୍ଜ): ବାଙ୍ଗିରିପୋଷି ବନବିଭାଗ ଏକ କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଏକ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିନ ସୀମାନ୍ତ କଲେଜ...
ଓଡିଶା

ବିଧାୟକଙ୍କୁ ତାଲା ପକାଇ ଜାଳି ଦେଲେ ଗାଡି

mahabharatanews
(ମହାଭାରତ, ଅନୁଗୁଳ): ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କ୍ୟାମ୍ପ ଅଫିସରେ କିଛି ଦୁର୍ବୃତ୍ତ ଗାଡି ଜାଳି ଦେଇଛନ୍ତି । ବିକ୍ରମପୁର ଥାନା ନନ୍ଦିରା ଗାଁରେ ଥିବା ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚି ଗାଡି ଜାଳି...
ଓଡିଶା

ବହଳଦାରୋଡ ରେଳ ଷ୍ଟେସନ ପରିସରରୁ ଉଚ୍ଛେଦ: ଚିନ୍ତାରେ ୧୩ ପରିବାର

mahabharatanews
(ମହାଭାରତ/ରାଇରଙ୍ଗପୁର): ବାଦାମ ପାହାଡ ରେଳ ମାର୍ଗର ସଂପ୍ରସାରଣ କରାଯାଇ ବାଙ୍ଗ୍ରିପୋଷି ରେଳ ମାର୍ଗ ସହ ସଂଯୋଗ କରାଯିବାକୁ ବିଭିନ୍ନ ସମୟରେ ଦାବି ହୋଇ ଅ ।ସୁଥିବାବେଳେ ରେଳ ବିଭାଗ ପକ୍ଷରୁ ଉକ୍ତ ପ୍ରକଳ୍ପର ମଞ୍ଜୁରୀ...
ଓଡିଶା

ଅଟୋ ଓଲଟି ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ

mahabharatanews
(ମହାଭାରତ, ପଟ୍ଟାମୁଣ୍ଡାଇ): କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିକଟରେ ଏକ ଅଟୋ ଓଲଟି ଦୁର୍ଘଟଣା ଘଟିଛି । ଅଟୋ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ,...
ଓଡିଶା

ରାଧାନାଥ ରଥଙ୍କ ୧୨୩ ତମ ଜୟନ୍ତୀ ପାଳିତ

mahabharatanews
(ମହାଭାରତ/ସାଲେପୁର): କଟକ ଜିଲ୍ଲା ସାଲେପୁର ହାଇସ୍କୁଲ ଅଡିଟୋରୀୟମ ଗୃହରେ ଲୋକ ସେବକ ମଣ୍ଡଳର ପ୍ରାକ୍ତନ ସଭାପତି ସମାଜର ପ୍ରାକ୍ତନ ସମ୍ପାଦକ ପଦ୍ମ ଭୂଷଣ ଡଃ ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ଉତ୍ସବ ସାଲେପୁର ଠାରେ...
ଅପରାଧ

ମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫ

mahabharatanews
(ମହାଭାରତ, ହିଞ୍ଜିଳି): ଗତ ବୁଧବାର ବଡଗଡ ଥାନା ବାରସିଙ୍ଗି ଗାଁରେ ହୋଇଥିବା ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଟଙ୍କା ଦେଣନେଣକୁ ନେଇ ଅଭିଯୁକ୍ତ ଜଣେ ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରି ହତ୍ୟା...
ଓଡିଶା

ନିଜ ଜୀବନକୁ ବାଜି ଲଗାଇ ଦେବଦୂତ ସାଜିଲେ ଯବାନ

mahabharatanews
(ମହାଭାରତ/ମାଲକାନଗିରି): ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଛନ୍ତି ଯବାନ । ନିଜ ଜୀବନକୁ ବାଜି ଲଗାଇ ଜଣେ ଅ ।ଦିବାସୀ ମହିଳା ରୋଗୀଙ୍କୁ ଭାରରେ ବୋହି ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ଅ ।ଇଟିବିପିର ବୀର...