ଓଡିଶା

ମାଙ୍କୁ ଦେଖି ଭାବ ବିହ୍ୱୋଳ ଭକ୍ତ: ତୃତୀୟ ଦିନରେ ଯାତ୍ରା

(ଭଞ୍ଜନଗର) : ୩ରୁ ଆରମ୍ଭ ହୋଇଯାଇଛି  ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା। ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲା   ତେବେ ପାରମ୍ପରିକ ଢାଞ୍ଚାରେ ମାଙ୍କୁ ପୂଜାର୍ଚନା କରାଯାଇଛି ।ଘଣ୍ଟା, ଶଙ୍ଖ ,ହୁହାହୁଳିରେ କମ୍ପି ଉଠୁଥିଲା ସହର ।  କରୋନା ହେତୁ ଦୀର୍ଘ ୬ ବର୍ଷ ପରେ ଆୟୋଜିତ ହୋଇଥିବାରୁ ଅଂଚଳରେ ଖୁସି ର ପରିବେଶ ଦେଖିବାକୁ ମିଳିଛି ।

ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨୪ ତାରିଖ ଯାଏ ଅନୁଷ୍ଠିତ ହେବ। ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ଶେଷ ପର‌୍ୟ୍ୟାୟରେ ପହଁଚିଛି ।

 

ସୂଚନାନୁଯାୟୀ, ପ୍ରତି ତିନିବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁମିଳିଛି ।

 

 

 

 

Related posts

ମହାନଦୀ ପାଇଁ ଗଠନ ହେଲା ମହାକମିଟି

mahabharatanews

ଛାତ୍ରଛାତ୍ରଙ୍କ ଦ୍ୱାରା ମାସ୍କ ବଣ୍ଟନ

mahabharatanews

ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ମୃତ ସହ ୨ ଗୁରୁତର

mahabharatanews