ଓଡିଶା

ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଜୟନ୍ତ ସେଠୀ/ ଗୋପ: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ଜନ୍ମଦିନ । ଆଜି ସେ ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ମହାନ କଣ୍ଠଶିଳ୍ପୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା ଚିତ୍ର କଳାରେ ଲତା ମଙ୍ଗେସକରଙ୍କ ପ୍ରତିକୃତି ବନାଇ ଜନ୍ମ ଦିନ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ପ୍ରାୟ ୫ ଫୁଟର ଉଚ୍ଚତା ରହିଛି ଏହି ବାଲୁକାକଳା ଚିତ୍ରଟି।

Related posts

ସ୍କ୍ରବ୍ ଟାଇଫସ ଆତଙ୍କ; ସଂଖ୍ୟା ୪୩୦କୁ ବୃଦ୍ଧି

mahabharatanews

ସାଲେପୁରରେ ଲକଡାଉନ କଡାକଡି

mahabharatanews

ସାବଧାନ! କଟନୀ ଛଟନୀ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews