ଓଡିଶା

ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ଜୟନ୍ତ ସେଠୀ/ ଗୋପ: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ଜନ୍ମଦିନ । ଆଜି ସେ ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ମହାନ କଣ୍ଠଶିଳ୍ପୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା ଚିତ୍ର କଳାରେ ଲତା ମଙ୍ଗେସକରଙ୍କ ପ୍ରତିକୃତି ବନାଇ ଜନ୍ମ ଦିନ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ପ୍ରାୟ ୫ ଫୁଟର ଉଚ୍ଚତା ରହିଛି ଏହି ବାଲୁକାକଳା ଚିତ୍ରଟି।

Related posts

ନେସନାଲ ଲିଗାଲ ସର୍ଭିସ ଦିବସ ପାଳିତ

mahabharatanews

ଦୁଇଟି ନୂଆ ବିଲ୍ଡିଂର ହେଲା ଉଦଘାଟନ

mahabharatanews

ପାଲଲହଡାରେ ପ୍ରତିଭାବାନ ବ୍ୟକ୍ତୁଙ୍କୁ ସମ୍ମାନିତ

mahabharatanews