ରାଜନୀତି

କଳାହାଣ୍ଡିରେ ନୂତନ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

(ମହାଭାରତ/ଭୁବନେଶ୍ୱର): ଆଜି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବରେ ନିର୍ମିତ ବିଜୁ ଜନତା ଦଳ କାର୍ୟ୍ୟାଳୟକୁ ଉଦଘାଟନ କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଏଠାରେ କଳାହାଣ୍ଡିର ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ଥିଲେ । ଏହା ପରେ ପ୍ରଣବ ଏକ ଜୀବନ ବିନ୍ଦୁ କାର୍ୟ୍ୟକ୍ରମରେ ଯୋଗଦେଇ ଥିଲେ।

Related posts

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ନିର୍ବାଚନ ଜିତିବା ପାଇଁ ବିଜେପି ନିର୍ବାଚନ କମିଶନକୁ ବ୍ୟବହାର କରିଥିଲା

mahabharatanews

ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି…

mahabharatanews