ଓଡିଶା

ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ଦେବଗଡ ଜିଲ୍ଲା ବାରକୋଟ ବ୍ଲକର କଣ୍ଢଳ ଗ୍ରାମରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି। ଆଜି ଚଳିତ ବର୍ଷର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା କଣ୍ଢଳ ଖେଳ ପଡିଆରେ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ  ଅଶୋକ କିଣ୍ଡୁ ଆର ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିଛା ଅଧିକାରୀ ଡକ୍ତର ବିଜୟ କୁମାର ପାତ୍ରଙ୍କ ତତ୍ଵାବଧାନରେ ଏହି ମେଳା ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଆଜିର ସମାନିତ ଅତିଥି, ସ୍ଥାନୀୟ ବିଧାୟକ  ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସାଂସଦଙ୍କ ଜିଲ୍ଲା ପ୍ରତିନିଧି  ଅରୁଣ କୁମାର ସାହୁ  ଯୋଗଦାନ କରିଥିଲେ ।

Related posts

ବାହୁଡା ଯାତ୍ରା ପାଇଁ ଗଡ଼ିବା ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା

mahabharatanews

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews

ଜିଲ୍ଲାପାଳଙ୍କ ପଞ୍ଚାୟତସ୍ତରୀୟ ତଦାରଖ

mahabharatanews